ଯୁବତୀ ନିରୁଦ୍ଧିଷ୍ଟ : ଥାନାରେ ଅଭିଯୋଗ

0
110
ଅଭିଯୋଗ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୩୦/୦୯) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ଖାରଡ଼ା ଗ୍ରାମ ର ଜଣେ ଯୁବତୀ ନିରୁଦ୍ଧିଷ୍ଟ ଥିବା କାଶୀନଗର ଥାନାରେ ଅଭିଯୋଗ ହୋଇଛି । 

ପ୍ରାପ୍ତ ସୂଚନା ଅନୁଯାୟୀ ଖାରଡ଼ା ଗ୍ରାମ ଜଣେ କଲେଜ ପଢୁଆ ଝିଅ ଛଦ୍ମ ନାମ ରୁପା (୨୧) ଗତ ଦୁଇଦିନ ହେଲା କାଶୀନଗର କଲେଜକୁ ଆସୁଛି ବୋଲି ନିଜ ବାପା ଓ ମାଆ ଙ୍କୁ କହି ଚାଲି ଆସିଥିଲେ । ସେ ଘର କୁ ନ ଫେରିବାରୁ କାଶୀନଗର ଥାନାରେ ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ର ତଦନ୍ତ କରୁଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ।