ଗୋଳାମୁଣ୍ଡା ଠାରେ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଳାମୁଣ୍ଡା(୧୫/୦୯): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଠାରେ ଆଜି ନୃତନ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ଓ ଭୂମି ପୂଜନର ଶୁଭଆରମ୍ଭ କରିଥିଲେ |

ଏଥିରେ ମୁଖ୍ୟଅତିଥି ଭାବେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବକିଶୋର ଦାସ ଓ ସମ୍ମାନୀୟ ଅତିଥି ଭାବେ ମାନ୍ୟବର ଶକ୍ତି, ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ପୁସ୍ପେନ୍ଦ୍ର ସିଂ ଦେଓ, ଅନାମ ନାଏକ, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ୱର ନାଏକ, ପ୍ରଶାସନିକ ଅଧିକାରୀ ଏବଂ ଗୋଳାମୁଣ୍ଡା ବ୍ଲକର ବିଭିନ୍ନ ଜନସାଧାରଣ ଲୋକମାନେ ଯୋଗଦେଇ ଥିଲେ |

Comments are closed.