ରାଇକିଆ ପୋଲିସ ପକ୍ଷରୁ ହେଲମେଟ ଚେକିଂ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୫/୦୯): କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ ପକ୍ଷରୁ ଆଜି ବାଇକ ମାନଙ୍କରେ ଯାଉଥିବା ଲୋକଙ୍କ ହେଲମେଟ ଚେକିଂ ଓ ଗାଡିର ସିଟବେଲ୍ଟ ଚେକିଂ କରାଯାଉଥିଲା |

ଏହି ଚେକିଂ ରେ ଆଜି ୨୯୦୦ଟଙ୍କା ଆଦାୟ ହୋଇଥିବାର ଜଣାପଡିଛି | ଏହି ଚେକିଂ ରେ ବାଳକୃଷ୍ଣ ସ୍ୱାଇଁ, ସୁଶୀଲ କକୁମାର ବେହେରାଙ୍କ ସହ ଅନ୍ୟ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ |

Comments are closed.