କୁର୍ଲି ଗ୍ରାମ ପଞ୍ଚାୟତ ଅଧୀନରେ ଏକ କର୍ମଶାଲା ଅନୁଷ୍ଠିତ

0
114
କୁର୍ଲି ଗ୍ରାମ

ରିପୋର୍ଟ : ନରତ୍ତମ ପାଢ଼ୀ୍
ବିଷମ କଟକ, (୨୬/୦୯) : ତା ୨୬/୯/୨୨ ରିଖ ଦିନ ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁର୍ଲି ଗ୍ରାମ ପଞ୍ଚାୟତ ଅଧୀନରେ ଏକ କର୍ମଶାଲା ଅନୁଷ୍ଠିତWhatsApp Image 2022 09 26 at 3.09.51 PM କୁର୍ଲି ଗ୍ରାମ ପଞ୍ଚାୟତ ଅଧୀନରେ ଏକ କର୍ମଶାଲା ଅନୁଷ୍ଠିତ

କୁର୍ଲି ଗ୍ରାମ ପଞ୍ଚାୟତ ସହିତ ଜଡିତ ଅଫିସର ମାନେ ହେଲେ କୁର୍ଲି ମେଡିକାଲ ଅଗନୱଡ, ଆଶା ପଶୁ ସମ୍ପଦ ଅଧିକାରୀ କୃଷି ଅଧିକାରୀ, ମିଲେଟ୍ ମିଶନ, ଅଗନୱଡ ଅଧିକାରୀ ଉପସ୍ଥିତ ରହି ଗାଁରେ ସବୁ କାର୍ଯ୍ୟ କରିବା ସହିତ ଜଡ଼ିତ ଥିବା ସମସ୍ତ ସରକାରୀ ସ୍ତରରେ ଉନ୍ନତି ନିମନ୍ତେ ବିଗତ ଦିନ ରେ କ’ଣ କ’ଣ କରିବା ପଞାୟତ ର ସରପଞ୍ଚ ଶ୍ରୀ ସୁବରଧିନି ୱଡାକା ବୁଝାଇଲେ ଓ ସମସ୍ତ ସରକାରୀ ସ୍ତରରେ ଥିବା ଏକ ଏକ ଅଫିସର ସମସ୍ତ ପ୍ରକାର ସାହାଯ୍ୟ ଉପରେ ସରକାର ଙ୍କ ସୁବିଧା କୁ ସୁଯୋଗ ହରାନି କହିଲେ ପଞାୟତ ପି ୱ, ଶ୍ରୀ ପ୍ରଧାନ ଶେଷରେ ଧନ୍ୟବାଦ ଜଣାଇଛନ୍ତି ।