Friday, March 29, 2024

Top 5 This Week

Related Posts

ରମନକୁପୁଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ

ରିପୋର୍ଟ : ନରତ୍ତମ ପାଢ଼ୀ
ବିଷମ କଟକ, (୨୬/୯) : ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ଅଧୀନ ରେ ରମନକୁପୁଲି ଗ୍ରାମ ରେ ସ୍ୱଚ୍ଛତା ଅଭିଯାନWhatsApp Image 2022 09 26 at 3.09.26 PM ରମନକୁପୁଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ

ରମନକୁପୁଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ । ଆମ ଅଭିଯାନ ଆମ ଓଡ଼ିଶା କୁ ସବୁଜ ସୁନ୍ଦର ଭାବରେ ଗଢିବା ଆମ ଅନନ୍ତ ଚିନ୍ତାମଣି ଅଧିବାସୀ ସାମାଜିକ ସଂଘ ଚାରିଟେୁଲ ଟ୍ରଷ୍ଟ ସଭା ନେତ୍ରୀ ଶ୍ରୀମତୀ ଅନିତା ପିଡିକକା ଓ ସମ୍ପାଦକ ମୁଁ ନରତ୍ତମ ପାଢୀ, ଉପ ସଭାନତ୍ରି ଶ୍ରୀମତୀ ଧରଣୀ ସରକ, ସୋନା କୁଟ୍ରୁକା, ସମସ୍ତ ସଦସ୍ୟ ଆନୁକୁଲ୍ୟରେ ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ରମନକୁପୁଲି ଗ୍ରାମ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏଥି ରେ ମୋଟୀଭେଟର ଶ୍ରୀମତି ଅନିତା ପିଡିକକା, ୱାଦମେମ୍ୱର ଗୋରୀ ପିଡିକାକା, ରମୀୟା, ଉଷା ବତି, ପୁଷ୍ପାଞ୍ଜଳି ବିଭାର, କୁନ୍ତୀ ବିଭାର, ଛୋଟ ପିଲା ପ୍ରୀତି, ସ୍ନେହା ପିଡିକାକା, ଜାନକୀ, ସନ୍ଦ୍ୟା, ରଞ୍ଜିତା ପିଡିକାକା, ଆମି ପ୍ରାସକା, ଜୟନ୍ତୀ କଦ୍ରକା, ରେଣୁ, ପୁଲକ ଏବଂ ମହାଲକ୍ଷ୍ମୀ ମଞ୍ଚ ମହିଳା ରମଣାକୁପୁଲି ଗ୍ରୁଫୁ ମା ମାନେ ଉପ ସ୍ଥିତି ରେ ସ୍ୱଚ୍ଚ ଭାରତ ମିଶନ (SBM) ମାଷ୍ଟର ଟ୍ରେନର ନରତ୍ତମ ପାଢ଼ୀ ମାଧ୍ୟମରେ ସଫେଇ କାର୍ଯ୍ୟକ୍ରମ କୁ ତ୍ଵରାନିତ କରାଗଲା । ଏହି କାର୍ଯ୍ୟକ୍ରମ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆମ ପ୍ରିୟ ପ୍ରଧାମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜିଙ୍କ ଆଦେଶ ଅନୁଯାୟୀକାର୍ଯ୍ୟ ନିର୍ବାହୀ କରାଗଲା ଜୟ ଭାରତ ଜୟ ଓଡ଼ିଶା ।

Popular Articles