ଜି.ଉଦୟଗିରିରେ ଦୁର୍ଗା ପୂଜା ପାଇଁ ଶୂଭ ଖୁଣ୍ଟି ସ୍ଥାପନ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୧୨.୦୯.୧୯): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ସହରରେ ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଶାରଦିୟ ଦୁର୍ଗା ପୂଜା ସକାଶେ ନୂତନ ପୂଜା ମଣ୍ଡପ ଠାରେ (ଭଞ୍ଜ ମାର୍କେଟ ସମ୍ମୁଖ ପଡିଆ) ଶୂଭ ଖୁଣ୍ଟି ସ୍ଥାପନ ହୋଇଯାଇଛି ।

ପୂରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ଓ ସୁଧାଶୁଂ ଆଚାର୍ଯ୍ୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଶୂଭ ଖୁଣ୍ଟି ସ୍ଥାପନ କରିଥିଲେ । ଏହି ଉତ୍ସବରେ ଦୂର୍ଗା ପୂଜା କମିଟି ସଭାପତି ମନୋଜ ମହାପାତ୍ର, ସଂପାଦକ ମନ ସନ୍ତୋଷ ପାତ୍ର, ସଞ୍ଜୟ ସୁବୁଦ୍ଧି,ଭଗବାନ ଦାସ, ଦେବି ପ୍ରସାଦ ଦାସ,ଶ୍ରୀନାରାୟଣ ପାତ୍ର,ପ୍ରତାପ ପଣ୍ଡା,ସନ୍ତୋଷ ମୁନି,ସମିର କୁମାର ପାଢୀ,ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସହ ସମସ୍ତ ବ୍ୟବସାୟୀ ଓ ସହରବାସୀ ଉପସ୍ଥିତ ଥିଲେ।

Comments are closed.