Advertisements
Tuesday, June 2, 2020
Home headline ଓଡିଶା ହାବିଲଦାର ଓ କନେଷ୍ଟବଳ ରାୟଗଡା ଶାଖାର ନିର୍ବାଚନ ଘୋଷିତ

ଓଡିଶା ହାବିଲଦାର ଓ କନେଷ୍ଟବଳ ରାୟଗଡା ଶାଖାର ନିର୍ବାଚନ ଘୋଷିତ

ରିପୋର୍ଟ: ଗୋପୀନାଥ ଗୌଡ଼,ଅମୁଲ୍ୟ ନିସଙ୍କ
ରାୟଗଡା(୧୧/୦୯): ଓଡିଶା ହାବିଲଦାର ଓ କନେଷ୍ଟବଳ ସଂଘ ରାୟଗଡା ଶାଖାର କର୍ମକର୍ତ୍ତା ନିର୍ବାଚନ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ହରେକୃଷ୍ଣ ମିଶ୍ର ସଭାପତି, ଚିତ୍ତରଞ୍ଜନ ରଥ ଉପସଭାପତି, ନାଇକା ଯାକକା ସାଧାରଣ ସମ୍ପାଦକ, ଏଲ. ରବୀନ୍ଦ୍ର କୁମାର ମୂର୍ତ୍ତି କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି କାର୍ଯ୍ୟକାରିଣୀ ସଭ୍ୟ ଶାନ୍ତିଲତା ପରିଡା, ପ୍ରିୟଦର୍ଶୀ ଗମାଙ୍ଗ,ଏସ ବେଣୁ ଗୋପାଳ ରାଓ, ସଂଜୟ ଗମାଙ୍ଗ, ସମ୍ବିତ ଦାସ ମନୋନୀତ ହୋଇଛନ୍ତି। ନିର୍ବାଚିତ ସଦସ୍ୟମାନେ ସଂଘର ଉନ୍ନତି ଲାଗି କାର୍ଯ୍ୟ କରିବେ ବୋଲି କହିଛନ୍ତି । ନବ ନିର୍ବାଚିତ ସଦସ୍ୟ ମାନେ ପୋଲିସ ହାବିଲଦାର ଓ କନଷ୍ଟେବଳଙ୍କ ହିତ ପାଇଁ କାମ କରିବୁ ତେଣୁ କରି ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଚାହୁଁଛୁ ବୋଲି ପ୍ରକାଶ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: