କାଶୀନଗର ପୌର ପରିଷଦରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ

0
119
କାର୍ଯ୍ୟ ନିର୍ବାହୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୯) : କାଶୀନଗର ପୌର ପରିଷଦରେ ନୂତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ଯୋଗ ଦେଲେ ବୋଲି ଜଣା ପଡ଼ିଛି ।

ଏଠାରେ ଥିବା ଡା ସତ୍ୟ ସଂପୂର୍ଣ୍ଣା ରାଉତ ଙ୍କ ଗୁଣୁପୁର ମ୍ୟୁନିସିପାଲିଟି କୁ ବଦଳି ହୋଇଛି । ସେ ଗୁଣୁପୁରରେ ଜଏନ ହୋଇଥିବା ବେଳେ ବରିଷ୍ଠ ଓ ଏସ ଅଧିକାରୀ ଶ୍ରୀ ଜୁବୁଲି ବେହେରାଙ୍କୁ କାଶୀନଗର ର ନିର୍ବାହୀ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଛି । ସେ ପାରଳାଖେମୁଣ୍ଡି ର ମଧ୍ୟ ଦାୟିତ୍ୱ ନେଇଛନ୍ତି । ଜନସାଧାରଣଙ୍କ ସେ ଜଣେ ଆସ୍ଥା ଭାଜନ ଅଧିକାରୀ । ଏଠି ପୂର୍ବରୁ ମଧ୍ୟ ସେ କାଶୀନଗରରେ ନିର୍ବାହୀ ଅଧିକାରୀ ଥିଲେ ।