Advertisements
Sunday, July 5, 2020
Home Business & Private ବିଜୁଯୁବବାହିନୀ ପକ୍ଷରୁ ତେନ୍ତୁଳିଖୁଣ୍ଟି ଓ ସିରୋଲ ପଞ୍ଚାୟତରେ ବୃକ୍ଷ ରୋପଣ

ବିଜୁଯୁବବାହିନୀ ପକ୍ଷରୁ ତେନ୍ତୁଳିଖୁଣ୍ଟି ଓ ସିରୋଲ ପଞ୍ଚାୟତରେ ବୃକ୍ଷ ରୋପଣ

ରିପୋର୍ଟ: ଭଗବାନ ମହାନ୍ତି /ନିମାଇଁ ଚରଣ ବଘାର
ମୁରିବାହାଲ(୧୦/୦୯/୧୯): ମୁରିବାହାଲ ବ୍ଳକ ତେନ୍ତୁଳିଖୁଣ୍ଟି ଓ ସିରୋଲ ପଞ୍ଚାୟତ ବିଜୁଯୁବବାହିନୀ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ତେନ୍ତୁଳିଖୁଣ୍ଟି ପଞ୍ଚାୟତଠାରେ ସଭାପତି ଅନଙ୍ଗ ବେହେରା ଓ ସମ୍ପାଦକ ଲଳିତମୋହନ ମହାନ୍ତିଙ୍କ ତତ୍ୱାବଧାନରେ ପିଇଓ ଗଣାଧିପ ପୋଢ଼ ମୁଖ୍ୟ ଅତିଥି, ବ୍ଲକ ସଂଯୋଜକ ପବିତ୍ରମୋହନ ଭୋଇଙ୍କ ସହ ବଲ୍ଲଭ ବେହେରା, ଜନ୍ମେଜୟ ବେହେରା, ଈଶ୍ୱର ବେହେରା ଓ ସୁନୀଲ ବେହେରାଙ୍କ ସହ ବିଜୁଯୁବବାହିନୀ ସଦସ୍ୟ ଓ ମହିଳା ଏସଏଚଜି ସଭ୍ୟାମାନେ ବୃକ୍ଷ ରୋପଣ କରିଥିଲେ ।

ସେହିପରି ସିରୋଲ ପଞ୍ଚାୟତଠାରେ ସଭାପତି ମଧୁସୂଦନ ପ୍ରଧାନୀ ଓ ସମ୍ପାଦକ ପୀତବାସ ବଛାଙ୍କ ତତ୍ୱାବଧାନରେ ସରପଞ୍ଚ ନୃପତି ବଗର୍ତ୍ତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବ୍ଲକ ସଂଯୋଜକ ପବିତ୍ରମୋହନ ଭୋଇଙ୍କ ସହ ପଞ୍ଚାୟତର ସମସ୍ତ ବିଜୁଯୁବବାହିନୀ ସଦସ୍ୟ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବୃକ୍ଷ ରୋପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

Recent Comments

%d bloggers like this: