Advertisements
Wednesday, July 8, 2020
Home Cultural & Festival ଖପ୍ରାଖୋଳରେ ଖୁଦୁରୁକୁଣୀ ଓଷା ଉଦଯାପିତ

ଖପ୍ରାଖୋଳରେ ଖୁଦୁରୁକୁଣୀ ଓଷା ଉଦଯାପିତ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୧୦/୦୯): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ଠାରେ ଗ୍ରାମର କୁମାରୀ ମାନେ ଏକ ମାସ ଧରି ପ୍ରତି ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳନ କରିଥିଲେ ।

ପ୍ରଥମ ପାଳିରେ ସ୍ଥାନୀୟ ବନ୍ଧରୁ କଳସ ଯାତ୍ରା କରି ମୂର୍ତ୍ତି ସ୍ଥାପନ କରିଥି ଏବଂ ବିଧିବଦ୍ଧ ଭାବରେ ହୋଇଥିଲା | ରମେଶ ଚନ୍ଦ୍ର ଦାସ ପୂଜା ଅର୍ଚ୍ଚନା କରିଥିଲେ | ଏବେ ସକାଳରେ ମୂର୍ତ୍ତିକୁ ଗାଁ ପରିକ୍ରମା କରି ବିସର୍ଜନ କରାଯାଇଥିଲା । ମୁଖ୍ୟ ଦଇତ୍ୟାରେ ରଶ୍ମିତା ଦଣ୍ଡସେନା ଥିବାବେଳେ ମିରାବାଇ କୁଁଅର, ରଞ୍ଜିତା ଦଣ୍ଡସେନା, ରେବତୀ, ଚୁମକୀ, ଶ୍ରଦ୍ଧା, ନିରୁ, ଝିଲି, ରିତା ପ୍ରମୁଖ ପୂଜା କାର୍ଯ୍ୟରେ ସାମିଲ ଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

ଫ୍ରେଣ୍ଡସ ୟୁନିଟ କ୍ଲବ ପକ୍ଷରୁ କାନ୍ଥରେ କରୋନା ସଚେତନତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୭/୦୭): ଦୀର୍ଘ ଚାରିମାସ ଧରି ମହାମାରୀ କରୋନା ଚାରିଆଡେ ଗ୍ରାସ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ମହା ସଂକଟ ହୋଇଗଲାଣି । ଏଥିରୁ...

Recent Comments

%d bloggers like this: