Advertisements
Tuesday, June 2, 2020
Home Children Issue ପ୍ରସବ ପରେ ଶିଶୁକନ୍ୟା ମୃତ୍ୟୁ

ପ୍ରସବ ପରେ ଶିଶୁକନ୍ୟା ମୃତ୍ୟୁ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି (୮/୦୯): ସରକାର ଜନନୀ ସୁରକ୍ଷା ଭଳି ଅନେକ ଯୋଜନା କରି ଓଡିଶାକୁ ପୁରସ୍କୃତ କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ମୃତ୍ୟୁର ନଗ୍ନ ଚିତ୍ର ଦେଖିବାକୁ ମିଲିଛି |

ଆଜି ସକାଳ ୭ଘଣ୍ଟାରୁ ସରଗୁଲ ମାଲପଡାର ଲୋପାମୁଦ୍ରା ସାହୁ ପ୍ରସବ କରିବା ପାଈଁ କର୍ଲାମୁଣ୍ଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରସୂତି ଗୃହ ଠାରେ ଷ୍ଟାପ ନର୍ସ ଟଙ୍କଧର ରଣା ପଞ୍ଜିକରଣ କରିଥିଲେ | ପ୍ରସୂତି ମହିଳାଙ୍କୁ ବେଡ ଏଡିମିଟ କରି ଏବେ ହବ, ଆଉ ଘଣ୍ଟାଏ ହେଲେ ହେବ ବୋଲି ବୋଲି ଶେଷରେ ପ୍ରସୂତି ମହିଳା ୫ଘ୪୫ ମିନିଟରେ ଶିଶୁ କନ୍ୟାଟି ଜନ୍ମ ହୋଇ ମୃତ୍ୟୁ ବରଣ କରିଥିଲ। | ପ୍ରକାଶ ଥାଉକି ଯେ ୧୫ ଦିନ ପୂର୍ବରୁ ଜଣେ ପ୍ରସୂତି ମାଁ ମରିଥିବା ବେଳେ ଶିଶୁକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରେ ରଖାଯାଇଥିଲା | ସେପରି ଆଜି ଶିଶୁ କନ୍ୟା ମୃତ୍ୟୁ ହୋଇ ମାଁ ବଞ୍ଚି ଯାଇଛି । ଡାକ୍ତରଙ୍କ ଅବହେଳା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ସାଧାରଣରେ ଦାବି ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୬୮ ବୋତଲ କଫ୍ ସିରପ ସହ ଜଣେ ଗିରଫ, ପଦ୍ମପୁର

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧ /୬): ପଦ୍ମପୁର ଉପ ଖଣ୍ତ ଜଗଦଲପୁର ପୋଲିସ ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍...

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

Recent Comments

%d bloggers like this: