Related Contents

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୦୭/୦୯): ଲଘୁଚାପ ଜନିତ ଲଗାଣ ବର୍ଷାରେ ମୁରିବାହାଲ ବ୍ଲକ ଚଳକି ପଞ୍ଚାୟତ ଅନ୍ତର୍ଗତ ଖୁଜେନପାଲି ଗ୍ରାମର କୁମାରୀ ବଗର୍ତ୍ତୀ ନାମକ ଜଣେ ମହିଳାଙ୍କ ମାଟିଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଯାଇଛି |

ସେ ଓ ଟଙ୍କା ପରିବାର ଲୋକେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି | ବର୍ତ୍ତମାନ ସ୍ଥିତିରେ ମୁଣ୍ଡ ଗୁଞ୍ଜିବାକୁ ତାଙ୍କର କୌଣସି ଆଶ୍ରୟ ସ୍ଥଳ କିମ୍ବା କୌଣସି ଅବସ୍ଥାରେ ଥିବା କୁମାରୀଙ୍କ ପରିବାରକୁ ଘରଭଙ୍ଗା ଓ ଅନ୍ୟାନ୍ୟ ସହାୟତା ଶୀଘ୍ର ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି |

Leave a Reply

This site uses Akismet to reduce spam. Learn how your comment data is processed.