Saturday, August 15, 2020
Home Cultural & Festival କାଶିପୁରରେ ଚଳିତ ଦୁର୍ଗା ପୂଜା କମିଟିର ବୈଠକ ଅନୁଷ୍ଠିତ

କାଶିପୁରରେ ଚଳିତ ଦୁର୍ଗା ପୂଜା କମିଟିର ବୈଠକ ଅନୁଷ୍ଠିତ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୦୮/୦୯): କାଶୀପୁର ବ୍ଲକ ର ଦୁର୍ଗାପୂଜା କମିଟିର ଆଜି ଦୁର୍ଗାମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ଗତ ପୂଜା କମିଟି ସମସ୍ତ ହିସାବ ଦେଇ ନୂତନ କମିଟି ଗଠନ କରାଗଲା |

ଏହି କମିଟିରେ ସଭାପତି ଭାବେ ଶ୍ରୀ ପି.ଦେବେନ୍ଦ୍ର ରାଓ, ଉପସଭାପତି ଭାବେ ଶ୍ରୀ ରବି ସତ୍ୟନାରାୟଣ, ସମ୍ପାଦକ ଭାବେ ଶ୍ରୀ ବିଜୟ କୁମାର ଦାସ, କୋଷାଧ୍ୟକ୍ଷ ଭାବେ ଶ୍ରୀ ସନ୍ତୋଷ ଗୌଡ଼ଙ୍କ ସର୍ବ ସମ୍ମତି କ୍ରମେ ଚୟନ କରାଗଲା | ଏହି ଅବସରରେ କମିଟିରେ ସମସ୍ତ ସଭ୍ୟ ସହଯୋଗ କରି ଦୁର୍ଗାପୂଜା କିଭଳି ସୁରୁଖୁରୁରେ ପରିଚାଳିତ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି | ଏହି ବୈଠକରେ କାଶୀପୁର ର ବାବୁଲା ମିଶ୍ର, ଯୋଗୀ ପଟ୍ଟନାୟକ, ବୁଲୁ ଆଚାର୍ଯ୍ୟ, ମନୋଜ ଗୌଡ଼ ଆଦି ଯୋଗ ଦେଇଥିଲେ | ଏହା ବ୍ୟତୀତ କମିଟିର ପ୍ରାୟ ୫୦ଜଣ ସଭ୍ୟ ଉପସ୍ଥିତ ଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: