Advertisements
Thursday, July 9, 2020
Home Cultural & Festival ବାଲିଗୁଡା ମା ପାଟଖଣ୍ଡା ଦୁର୍ଗା ପୂଜା କମିଟି ନୂତନ କର୍ମକର୍ତ୍ତା ଚୟନ

ବାଲିଗୁଡା ମା ପାଟଖଣ୍ଡା ଦୁର୍ଗା ପୂଜା କମିଟି ନୂତନ କର୍ମକର୍ତ୍ତା ଚୟନ

ରିପୋର୍ଟ:ବିଭୁତି ଲହରିଆ
ବାଲିଗୁଡା (୮/୯ ): ବାଲିଗୁଡା ମା ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ଦୁର୍ଗାପୂଜାର ନୂତନ କମିଟି ଗଠିତ ହୋଇଛି | ବରିଷ୍ଠ ନାଗରିକ ଶଶୀ ଭୂଷଣ ପାଢ଼ୀଙ୍କ ଅସ୍ଥାୟୀ ସଭାପତିତ୍ବରେ ନୂତନ ମା ପାଟଖଣ୍ଡା ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଗଠନ ହୋଇଛି |

ଲୋକନାଥ ପାଢ଼ୀ ସଭାପତି, ଇନ୍ଦ୍ରମଣି ପାତ୍ର ଉପସଭାପତି, ଟି ଶ୍ରୀନିବାସ ରାଓ ସମ୍ପାଦକ, ନାଗେସ୍ୱର ଦୋରା କୋଷାଧ୍ୟକ୍ଷ ଓ ସହ ସମ୍ପାଦକ ରୂପେ ସୁଜିତପାଳ, ଭଗବତୀ ସାବତ ନିର୍ବାଚିତ ହୋଇଛନ୍ତି | ଏଥିରେ ପୂର୍ବତନ ସମ୍ପାଦକ ବିଚିତ୍ରାନନ୍ଦ ଆଚାର୍ଯ୍ୟ, ସହ ସମ୍ପାଦକ କିଶୋର ପାଳ ଶିବରାମ ପ୍ରଧାନୀ, ସୁବାଷ କହ୍ନର ସମେତ ସହରର ବରିଷ୍ଠ ନାଗରିକ, ଯୁବକସଂଘ, ଯୋଗ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ,ସଭାପତି ହେଲେ ଡ଼ଃ ଅର୍ଚ୍ଚନା ପଟ୍ଟନାୟକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୯/୦୭): ଗତ ୦୭ :୦୭ :୨୦ ତାରିଖ ଦିନ ରାୟଗଡା ପୌରପାଳିକା ସ୍ଥିତ ନାଗାବଳି ଲାୟନ୍ସକ୍ଳବ ସଭ୍ୟ ଚୟନ ପ୍ରକ୍ରିୟା ସମ୍ପନ୍ନ...

ରାୟଗଡ ଜିଲ୍ଲାପାଳ ଙ୍କ ବ୍ଲକ ଗସ୍ତ ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଧ୍ୟାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (ତା.୯/୭): ରାୟଗଡ ଜିଲ୍ଳାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ରାୟଗଡା ବ୍ଲକର ବିଭିନ୍ନ ସ୍ଥାନରେ ଗତକାଲି ତା.୮.୭.୨୦ରିଖଦିନ ଅଚାନକ ଗସ୍ତ କରି...

କୋଦଳାରେ ସଟଡାଉନର ପ୍ରଭାବ-ଖାଁ ଖାଁ ରାସ୍ତାଘାଟ

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୯/୦୭): ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣର ପ୍ରଭାବ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି।ଏଣୁ ଏହି କରୋନା...

ବିଲ ମଧ୍ୟରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ରିପୋର୍ଟ: ମାନସ ରଞ୍ଜନ ରାଉତ //ଧର୍ମଗଡ (୦୮/୦୭): ଧର୍ମଗଡ ଥାନା ଲୁହଗାଁର ଏକ ବିଲରୁ ଜଣେ ଅଜଣା ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହେଇଛି ।

Recent Comments

%d bloggers like this: