Wednesday, August 12, 2020
Home District News ପୋଲିସ ଖାକିରେ ଦାଗ, ୧୦ହଜାର ଟଙ୍କା ଲାଞ୍ଚ ନେଇ ଗୋଳାମୁଣ୍ଡା ଏଏସଆଇ ଭିଜିଲାନ୍ସ ହାତରେ ଗିରଫ

ପୋଲିସ ଖାକିରେ ଦାଗ, ୧୦ହଜାର ଟଙ୍କା ଲାଞ୍ଚ ନେଇ ଗୋଳାମୁଣ୍ଡା ଏଏସଆଇ ଭିଜିଲାନ୍ସ ହାତରେ ଗିରଫ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଳାମୁଣ୍ଡା(୦୮/୦୯): ପୋଲିସ ବର୍ଦ୍ଦିରେ ପୁଣି ଲାଗିଲା କଳଙ୍କ | ଜନତାଙ୍କୁ ନ୍ୟାୟ ଦେବା ଏବଂ ଆଇନର ରକ୍ଷା କରିବା ପୋଲିସ ର ପ୍ରଥମ କର୍ତବ୍ୟ ହେଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି ଯେ ପୋଲିସ ନିଜର ପାୱାର ଦେଖାଇ ନିରୀହ ଲୋକଙ୍କୁ ହଇରାଣ କରିଥାଏ |

ଏପରିକି ଲାଞ୍ଚ ନେଇ ଧରାପଡ଼ିବାର ଅନେକ ଖବର ଅଛି | ଏବେ ପୁଣି ଏହି ତାଲିକାରେ ଯୋଡି ହେଇଯାଇଛନ୍ତି ଜଣେ ଏଏସଆଇ | ସୂଚନା ମୁତାବକ ଆଜି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଡୁଡକେଲ ଗ୍ରାମର ତ୍ରିନାଥ ନାଏକଙ୍କ ଠାରୁ ଗୋଲାମୁଣ୍ଡା ଥାନାର ଏ.ଏସ.ଆଇ ରାଜ କପୁର ବେହେରା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ କଲାହାଣ୍ଡି ଭିଜିଲାନ୍ସ ଟିମ ତରଫରୁ ଗିରଫ କରାଯାଇଛି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

RTI ମାଗିବାରୁ ଯୁବକଙ୍କ ନା ରେ ଥାନାରେ ଏତଲା ଦେଲା ବ୍ଲକ ପ୍ରଶାସନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ // ଲମତାପୁଟ (୧୧/୦୮): ଲମତାପୁଟ ବ୍ଲକ ଡାବୁଗୁଡା ପଞ୍ଚାୟତ କଡ୍ରି ଗ୍ରାମର ଜଗନ୍ନାଥ ବାଙ୍କିଆ ନାମକ ଜଣେ ଯୁବକ ନିଜ ପଞ୍ଚାୟତ ଡ଼ାବୁଗୁଡା ର ୨୦୦୫ରୁ ୨୦୨୦ବର୍ଷ ପର୍ଯ୍ୟନ୍ତ...

ପୋଖରୀରେ ବୁଡି ନାବାଳକ ମୃତ

ରିପୋର୍ଟ: ରାକେଶ ମହାରଣା // କୋଦଳା (୧୧/୦୮): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଲଛିପୁର ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଆଜି ସକାଳ ୮:୩୦ ମିନିଟରେ ଉକ୍ତ ଗ୍ରାମର ଲକ୍ଷ୍ମୀ ପୋଲାଇଙ୍କ...

ବର୍ଷା ଠିକ ହେଉଥିବାରୁ ବନ୍ଧୁଗାଁ ଚାଷୀ ମୁହଁରେ ହସ ଫୁଟୁଛି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୧୧.୮.୨୦): କୋରାପୁଟ ଜିଲ୍ଲାର୍ ଶେଷ ସୀମାନ୍ତ ବ୍ଲକ ଅଟେ | ଏହି ବ୍ଲକଠାରେ ଗତ ୧୫ ଦିନ ହେବ କିଛି ପଞ୍ଚାୟତରେ ଧାନ ରୁଆ ଅଧିକାଂଶ ଶେଷ...

ଅଜଣା ଗାଡ଼ି ଧକ୍କାରେ ଜଣେ ଦକ୍ଷ ବ୍ୟକ୍ତି ଗୁରୁତର

ରିପୋର୍ଟ: ସତ୍ୟଜିତ ବାରିକ // ଯାଜପୁର (୧୧/୦୮): ଯାଜପୁର ଜିଲ୍ଲା ବରୀ ବରୁଆଁ ମୁଖ୍ୟ ରାସ୍ତାର ଗାନ୍ଧୀ ଛକ ନିକଟ ଡାକ୍ତର ପତିବାବୁଙ୍କ ବାସଭବନ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ରମ୍ପା ପଞ୍ଚାୟତ ଅଧିନସ୍ଥ...

Recent Comments

%d bloggers like this: