ଟ୍ରାନସଫରମର ଚୋରି : ୫୦ ଦିନ ହେଲା ଅନ୍ଧାରରେ ଗ୍ରାମବାସୀ

0
96
ଅନ୍ଧାରରେ ଗ୍ରାମବାସୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୦/୦୯) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ନୂଆପଡା ଗ୍ରାମ ର ରଥ ସାହି ର ଟ୍ରାନସଫରମର ଚୋରି ହୋଇଯାଇଥିଲା ।

ଘଟଣା ଆଜକୁ ଦିର୍ଘ ୫୦ ଦିନ ହେଲା ଟ୍ରାନସଫରମର ଚୋରି ହୋଇଥିବା ବେଳେ ଗ୍ରାମବାସୀ ଅନ୍ଧାରରେ ଥିବା ଅଭିଯୋଗ ହୋଇଛି । କିନ୍ତୁ ବିଦ୍ୟୁତ ବିଭାଗିୟ କର୍ମଚାରୀ ଏଥିପ୍ରତି କର୍ଣ୍ଣପାତ କରୁନଥିବାର ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି । ରଥ ସାହିଟି ବିଲମାଳ ଭିତରେ ହୋଇଥିବାରୁ ରାତିରେ ମଶା ଓ ବିଷଧର ସାପ ବାହାରୁ ଥିବାରୁ ଲୋକେ ଭୟରେ ଜୀବନ ଯାପନ କରୁଥିବାର ଅଭିଯୋଗ ହେଉଛି ।