Advertisements
Tuesday, July 7, 2020
Home District News ଜନସାଧାରଣଙ୍କ ଅବଗତି ନିମନ୍ତେ ଟ୍ରାଫିକ ସଚେତନତା ରାଲି

ଜନସାଧାରଣଙ୍କ ଅବଗତି ନିମନ୍ତେ ଟ୍ରାଫିକ ସଚେତନତା ରାଲି

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୦୭.୦୯.୧୯): ଜି.ଉଦୟଗିରି ପୋଲିସ ଅଧିକାରି ଚିତରଞ୍ଜନ ବେହେରାଙ୍କ ନେତୃତ୍ବରେ ପୋଲିସ ଟିମ ହବାକ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କୁ ସାଙ୍ଗରେ ନେଇ ଟ୍ରାଫିକ ସଚେତନତା ରାଲି କରି ସହର ପରିକ୍ରମା କରିଥିଲେ ।

ସଚେତନତା ରାଲି ମାଧ୍ୟମରେ ସରକାରଙ୍କ ନୂତନ ଟ୍ରାଫିକ ନିୟମାବଳୀ ବିଷୟରେ ଜନସାଧାରଣଙ୍କୁ ଅବଗତି କରିବା ସଙ୍ଗେ ସଙ୍ଗେ ନିୟମ ଉଲଙ୍ଘନ କଲେ ଉଲଙ୍ଘନକାରିଙ୍କୁ ଫାଇନ ଓ କଣ ଦଣ୍ଡ ମିଳିବ ସେ ବିଷୟରେ ମଧ୍ୟ ବୁଝାଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: