Advertisements
Tuesday, June 2, 2020
Home Government News ଲଗାଣ ବର୍ଷାଯୋଗୁଁ ପୂର୍ବତନ ୱାର୍ଡମେମ୍ବରଙ୍କ ଘର ଭାଙ୍ଗିଲା

ଲଗାଣ ବର୍ଷାଯୋଗୁଁ ପୂର୍ବତନ ୱାର୍ଡମେମ୍ବରଙ୍କ ଘର ଭାଙ୍ଗିଲା

ରିପୋର୍ଟ: ଭଗବାନ ମହାନ୍ତି
ମୁରୀବାହଲ(୦୬/୦୯): ମୁରୀବାହଲ ପଂଚାୟତ ଷ୍ଟେସନ ପଡ଼ାର ପୂର୍ବତନ ୱାର୍ଡମେମ୍ବର ଲକ୍ଷ୍ମୀ ମାଝୀ ଓ ସ୍ୱାମୀ ଲିଙ୍ଗରାଜ ମାଝୀଙ୍କ ଏକ ମାଟିଘର ଲଘୁଚାପ ଜନିତ ଲଗାଣ ବର୍ଷାରେ ଗୁରୁବାର ଦିନ ଭାଙ୍ଗି ଯାଇଛି |

ପାଖ ଘରେ ପରିବାର ସହ ରହୁଥିବାରୁ ଅଳ୍ପକେ କରିପାରିନ ଥିଲେ | ଦୟନୀୟ ଅବସ୍ଥାରେ ଥିବା ମାଝୀ ପରିବାରକୁ ପ୍ରଶାସନ ତରଫରୁ ଶୀଘ୍ର ଘରଭଙ୍ଗା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମୁରିବାହାଲ ନାଏବ ସରପଞ୍ଚ ମନୋଜ କର ଦାବି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କ୍ବାରେଣ୍ଟାଇନ ଛାଡିଲେ ୨୪ ଶ୍ରମିକ, ଝାରବନ୍ଧ

ରିପୋର୍ଟ: ଦିଲୀପ ଦାସ //ଝାରବନ୍ଧ(୦୨/୦୬): ଝାରବନ୍ଧ ବ୍ଲକ ଝାରବନ୍ଧ କ୍ବାରେଣ୍ଟାଇନ ସେଣ୍ଟରରୁ ୨୪ ଜଣ ଶ୍ରମିକ ନିଜ ଘରକୁ ଯାଇଛନ୍ତି । ନିଜର ଆର୍ଥିକସ୍ଥିତି ସୁଦୃଢ କରିବା ପାଇଁ...

ମାଲକାନଗିରି ପୋଲିସ ପକ୍ଷରୁ ଜନସଚେତନତା ସହ ମାସ୍କ ବଣ୍ଟନ

ରିପୋର୍ଟ: ବୁଦ୍ଧଦେବ ମଣ୍ଡଳ //ମାଲକାନଗିରି (୦୧/୦୬): ଆଜି ରାଜ୍ୟସରକାରଙ୍କ ତରଫରୁ ଲକଡାଉନ୫.୦କୁ ସମଗ୍ର ରାଜ୍ୟରେ ଲାଗୁକରାଇ ଥିବାବେଳେ କିଛି ଜିଲ୍ଲା ରେ ଏହା ପୁର୍ନବାର ଏହା କଠୋର ଭାବେ...

ଭୀମ ଭୋଇଙ୍କ ଉଦ୍ଦେଶ୍ୟରେ ଅପମାନ ଜନକ ଲେଖା ବିରୋଧରେ ଥାନାରେ ଏତଲା ଦେଲେ ବିଶ୍ୱ ହିନ୍ଦୁ ପରିଷଦ ସମିତି

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୦୧.୩୦.୨୦୨୦): ସନ୍ଥ କବି ଭୀମଭୋଇଙ୍କ ଉଦ୍ଦେଶ୍ୟରେ ଅପମା ନ ଜନକ ଲେଖା ବିରୁଦ୍ଧରେ ଝରିଗାଁ ଥାନାରେ ଏତଲା ଦେଲେ" ବିଶ୍ୱ ହିନ୍ଦୁ ପରିଷଦ...

Recent Comments

%d bloggers like this: