ଅହିଂସା ରଥ କୁ ମୁନିଗୁଡ଼ା ଠାରେ ଭବ୍ୟ ସ୍ଵାଗତ

0
115
ଅହିଂସା ରଥ କୁ

ରିପୋର୍ଟ : ନରତ୍ତମ ପାଢୀ
ମୁନିଗୁଡ଼ା, (୧୯/୯) : ରାୟଗଡ଼ା ଜିଲ୍ଲା ର ସଦର ମହକୁମା ମୁନିଗୁଡ଼ା ବ୍ଲକରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ କରାଯାଇଛି ।WhatsApp Image 2022 09 19 at 12.47.36 PM ଅହିଂସା ରଥ କୁ ମୁନିଗୁଡ଼ା ଠାରେ ଭବ୍ୟ ସ୍ଵାଗତ

ଅହିଂସା ରଥ କୁ ମୁନିଗୁଡ଼ା ସରପଞ୍ଚ ସୁଶ୍ରୀ ସରସ୍ଵତୀ ଶବର, ବିଡିଓ ଶ୍ରୀ ଦିଲପ କୁମାର ବେହେରା, ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ, ଆଇସି ଶ୍ରୀମତୀ ସୁଜ୍ଞାନି ସାହୁ, ତହସିଲଦାର ଶ୍ରୀ ଦେବାସିଷ ଗୋଡ଼, ଅଙ୍ଗୱାଡ଼ି କର୍ମୀ, SHG ମାଁ ମାନେ, ସ୍କୁଲ ଛାତ୍ର ଓ ଛାତ୍ରୀ ମାନେ ଓ ଡ଼୍ରାଇଭର ମହାସଂଘ ର ସମସ୍ତ ସଦସ୍ୟ, ଅନିତା ପିଡ କାକା, ବ୍ଲକ ଅଧ୍ୟକ୍ଷା ଦୁଃଖିନୀ ନୁଦୃକା, ଜଗନ୍ନାଥ ନୁଦ୍ରୁକ, ସୁକୁତାଲ ନୁଦ୍ରୁକା, ବିଜେଡି ଶ୍ରୀ ବୃଦବାନ ପାଢୀ, ରତାନଲ ପୁଞ୍ଜି, ପୂର୍ଣ୍ଣ ଗୌଡ, ରାୟଗଡ଼ା ଡି.ପି. ର ଶ୍ରୀ ବସନ୍ତ କୁମାର ପଣ୍ଡା, ସାମ୍ବାଦିକ ନରତ୍ତମ ପାଢୀ, ମନରଞ୍ଜନ ଦଳାଇ, ଗଣେଶ ରାଓ, ରାଜୀବ ଲୋଚନ, ଧନୁ କୁଶିଲିଆ, ପ୍ରସାଦ, ପ୍ରମାଦ ସାହୁକାର, ଶଙ୍କର ଗୁଡ଼ୁବକ, ଜାଗା ଶବର, ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେରା, ଚିତରଞ୍ଜନ ମାଳିନୀ ଓ ସମସ୍ତ ମୁନିଗୁଡ଼ା ଗ୍ରାମବାସୀ ଭବ୍ୟ ସ୍ଵାଗତ କରିଥିଲେ ।