ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ସାହୁ ଙ୍କ ୧୩ ତମ ଶ୍ରାଦ୍ଧ ଦିବସ ପାଳିତ

0
170
ଶ୍ରାଦ୍ଧ ଦିବସ ପାଳିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୯/୦୯) : ଆଜି ଶ୍ରୀରାମ କନିଷ୍ଠ ସେକାଣ୍ଡାରୀ ସ୍କୁଲ ଠାରେ ପୂର୍ବତନ ବିଧାୟକ ତଥା ପୂର୍ବତନ ପରିଚାଳନା କମିଟି ସଭାପତି ଙ୍କ ୧୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।

କଲେଜ ର ଅଧ୍ୟକ୍ଷ ଶ୍ରୀ ନବ କୃଷ୍ଣ ସାହୁକାର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଲାଇବ୍ରେରୀଆନ ଶ୍ରୀ ରବୀନ୍ଦ୍ର ପଣ୍ଡା ଓ ଅନେକ ଅଧ୍ୟାପକ ଯୋଗ ଦେଇଥିଲେ । ପ୍ରଥମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ସାହୁ ଙ୍କ ଗଠନ ମୂଳକ କାର୍ଯ୍ୟ ନେଇ ବକ୍ତା ମାନେ ସ୍ମରଣ କରିଥିଲେ ।