Friday, March 29, 2024

Top 5 This Week

Related Posts

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଉପାଧ୍ୟକ୍ଷଙ୍କ ଢାଲିଆ କୁଜି ଗ୍ରାମ ଗସ୍ତ

ରିପୋର୍ଟ : ନରତ୍ତମ ପାଢୀ
ବିଷମ କଟକ, (୧୬/୯) : ଆଜି ରାୟଗଡ଼ା ଜିଲ୍ଲା ର ବିଷମ କଟକ ବ୍ଲକ ଅନ୍ତର୍ଗତ ଢାଲିଆ କୁଜି ଗ୍ରାମ ପରିଦର୍ଶନ କରିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

ବିଷମ କଟକ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ ସ୍କୁଲ ପରିଦର୍ଶନ କରିଥିଲେ । ଖାଇବା ଖାଦ୍ୟ ଦେଖି ଶ୍ରୀ ନାୟକ ଖପା ହୋଇଥିଲେ । ଏହି ଗସ୍ତ ସମୟରେ ବିଷମ କଟକ ବ୍ଲକ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳ ବ୍ଲକ ସଭାପତି ଦେବୀ ପ୍ରସାଦ ପଟ୍ଟନାୟକ, ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ସଦସ୍ୟ ପୃଥିରାଜ ସାହୁ, ରାଜ୍ୟ ବିଜୁ ଯୁବ ଜନତା ଦଳ ସମ୍ପାଦକ ଜ୍ୟୋତି ସାହୁ ଓ ପଞ୍ଚାୟତ ର ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ । ଢାଲିଆ କୁଜି ଗ୍ରାମ ର ପରିସ୍ଥିତି ଦେଖି ସମସ୍ତେ ଫେରିଥିଲେ ।

Popular Articles