Advertisements
Tuesday, July 7, 2020
Home District News ଶହୀଦ ଯବାନଙ୍କ ସ୍କୃତିରେ କ୍ୟାଣ୍ଡେଲ ରାଲି

ଶହୀଦ ଯବାନଙ୍କ ସ୍କୃତିରେ କ୍ୟାଣ୍ଡେଲ ରାଲି

ରିପୋର୍ଟ: ଜିଲ୍ଲା ପ୍ରତିନିଧି ଅସୀମ ବିଶ୍ୱାସ
ମାଲକାନଗିରି(୦୧/୦୯): ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ଆଜି ମାଲକାନଗିରି ବୀର ଯବାନଙ୍କ ଶହୀଦ ସ୍କୃତିରେ ଏକ କ୍ୟାଣ୍ଡେଲ ରାଲି ଡ଼ିଏନକେ ପଡିଆରୁ ଆରମ୍ଭ ହୋଇ ସହର ମଧ୍ୟରେ ପରିକ୍ରମା କରି ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା ।

ମା ଓ ମାଟି ପାଇଁ ଶହୀଦ ଜୟରାମ କବାସୀ ବିଗତ ଦିନରେ ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ମାଓବାଦୀ ସହ ଗୁଳିବିନିମୟରେ ଶହୀଦ ହେବା ସହ ୮ ଟଙ୍କା ଲକ୍ଷର ଇନାମୀ ନକ୍ସଲ କମାଣ୍ଡର ରାକେଶକୁ ଏନକାଉଣ୍ଟର କରିଥିଲେ । ପ୍ରତିପକ୍ଷରୁ ଗୁଳି ବିନିମୟରେ ସେ ପ୍ରାଣ ହରାଇଥିଲେ । ଆଜିର ଏହି ରାଳିରେ ମାଲକାନଗିରି ଏସ ପି ହୃଷିକେଶ ଡ଼ି ଖିଲାରୀ, ଆଇ ଆଇ ସି ରାମ ପ୍ରାସାଦ ନାଗ, ଡ଼ି ଏଫ ଓ ପ୍ରଦୀପ ଦେବୀ ଦାସ ମୀରାସେ, ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁର୍ଯ୍ୟୋଧନ ପାତ୍ର, ସାମାଜିକ କର୍ମୀ ଡ଼ଃ ରଞ୍ଜନ କୁମାର ସ୍ୱାଇଁ ସହ ବହୁ ପୋଲିସ ବିଭାଗର ଯବାନ, ଜନସାଧାରଣ ବୀର ଯବାନ ଜୟରାମ କବାସୀ ଅମର ରହେ ର ଧ୍ୱନି ଦେଇଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: