Advertisements
Tuesday, July 7, 2020
Home Business & Private ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର

ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ତାଲିମ ପରାମର୍ଶ ଶିବିର

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି (୨୯/୦୮): ଆଜି ଓଡିଶା ଜୀବିକା ମିଶନ ତରଫରୁ ଗୁଡାରି ପଂଚାୟତ ସମିତି ପରିସର ମଧ୍ୟରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି କର୍ମଶାଳାରେ ଗୁଡାରି ଏବଂ ଅଂଚଳର ଶିକ୍ଷିତ ଛାତ୍ରଛାତ୍ରୀ ଶିକ୍ଷା ପାଇଁ ବେକାରରେ ଘରେ ବସି ରହିଥିବା ଯୁବକ ଯୁବତୀ ଉପସ୍ଥିତ ହୋଇଥିଲେ |

ଉପସ୍ଥିତ ଯୁବକ ଯୁବତୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଷୟ ବସ୍ତୁକୁ ନେଇ ତାଲିମ ହୋଇଥିବା ଚିହ୍ନଟ କରାଯାଇ ନିଯୁକ୍ତି ସମ୍ବନ୍ଧେ ଅତିଥି ମାନେ ଅଭିଭାଷଣ ରେ କହିଥିଲେ | ଏହି ନିଯୁକ୍ତି ଭିତ୍ତିକ ଶିବିରରେ ମଂଚାସୀନ କମ୍ପାନୀ ମାନଙ୍କର କର୍ମକର୍ତ୍ତା ରାୟଗଡା ନିଯୁକ୍ତି ବିଷୟରେ କିଛି ବୁଝାଇଥିଲେ | ଏହି ବ୍ଲକ ସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଏବଂ ନିଯୁକ୍ତି ଦ୍ୱାରା କଣ ଉପକାର ହେବ ସେହି ବିଷୟରେ ଚିହ୍ନଟ ପ୍ରକ୍ରିୟା ନିୟମାନୁଯାୟୀ କରିଥିଲେ |

ଚାକିରୀରେ ଶୃଙ୍ଖଳା ଭାବେ କାର୍ଯ୍ୟ କଲେ ବିଭିନ୍ନ ବିଷୟକୁ ନେଇ ସୁଫଳ ମିଳିଥାଏ ବୋଲି ପ୍ରକାଶ କରିଥିଲେ | ଏ ଅଂଚଳରେ ପୂର୍ବରୁ ଦିଆଯାଇଥିବା ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିବା ଓ ବୟସ ଅନୁସାରେ ବେକାର ଯୁବକଯୁବତୀଙ୍କୁ ନିଜର କୌଶଳୀ ବିଦ୍ୟାକୁ ଓ ଅଭିଜ୍ଞତାକୁ ନେଇ ନିଯୁକ୍ତି ଦିଆଯାଇଥିଲା | ପ୍ରାୟ ଅଧିକାଂଶ ଯୁବକ ଯୁବତୀ ନିଯୁକ୍ତି ପାଇପାରିଥିଲେ ଓ ବଳକା କେତେ ଜଣକୁ ସ୍କିମ ଅନୁସାରେ ପରେ ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: