Advertisements
Thursday, July 2, 2020
Home Business & Private ନାଟ୍ୟବେଦ ପୁରସ୍କାର ଉତ୍ସବ ଅନୁଷ୍ଠିତ

ନାଟ୍ୟବେଦ ପୁରସ୍କାର ଉତ୍ସବ ଅନୁଷ୍ଠିତ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୩୧/୦୮): ନାଟ୍ୟବେଦ ପୁରସ୍କାର ଉତ୍ସବ ସ୍ଥାନୀୟ ବମସି କ୍ରିଷ୍ଣା ଫନସନ ହଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଡକ୍ଟର ଶ୍ରାଭୋଣା ବିବେକ ଏମ, ଡ଼. ଲୋପାମୁଦ୍ରା ପ୍ରିୟଦର୍ଶନୀ, ଏଭିପି(ଆଡ଼ମିନ),USUAL, ଟିକିରି ଓ ଶ୍ରୀ ସୁନୀଲ କୁମାର ନାଥ ଲୋକ ସମ୍ପର୍କ ଅଧିକାରୀ ଜେକେ ପେପର ଲିମିଟେଡ଼ ଉପସ୍ଥିତ ଥିଲେ ।

ନାଟ୍ୟଶ୍ରୀ ଡ଼. ନରେନ୍ଦ୍ର କୁମାର ମିଶ୍ର, ଟିଭି ଜଗତର ହାସ୍ୟ ଅଭିନେତା ପ୍ରଭାକର ମିଶ୍ର ପ୍ରମୁଖ ଏହି ପୁରସ୍କାର ବିତରଣ ଉତ୍ସବ ରେ ଯୋଗଦାନ କରିଥିଲେ । ଏହି ନାଟ୍ୟ ବେଦା ସମ୍ମାନର ୨୦୧୯” ମୁଖ୍ୟ ଉଦ୍ଧେଶ୍ୟ ଲୁକ୍କାୟିତ ପ୍ରତିଭା ଓ କଳାକାରଙ୍କୁ ଲୋକ ଲୋଚନକୁ ଆଣି ସମ୍ମାନିତ କରିବା ସହିତ ମନୋବଳ ବଢାଇବା | ଇସିଏସିଆଇର ନାମକ ଏକ ସଂସ୍ଥା ଦେଶର ବିଭିନ୍ନ କୋଣ ଅନୁକୋଣରୁ ଏହିପରି ପ୍ରତିଭା ମାନଙ୍କୁ ଖୋଜି ଏଥିରେ ନୃତ୍ୟ,ଗୀତ,ଅଭିନୟ, ଚିତ୍ରକଳା ପ୍ରଦର୍ଶନ,ପାରମ୍ପରିକ ନୃତ୍ୟ ଓଡିଶୀ ଇତ୍ୟାଦି ବିଷୟରେ ପ୍ରତିଯୋଗିତା କରାଇଥାଏ । ଓଡ଼ିଶାରେ ଲୋପ ପାଇବାକୁ ବସିଥିବା ପୁରୁଣା କଳା କୃତିତ୍ବ କୁ ବଜାୟ ରଖିବା ଏହା ଏକ ସ୍ୱତନ୍ତ୍ର ପ୍ରୟାସ ଅଟେ । ଚଳିତ ବର୍ଷ ମଧ୍ୟ ୩୨ଜଣ କଳାକାର ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ । ଗତବର୍ଷ ୨୦୧୮ଜୁଲାଇ୨୮ତାରିଖରେ ନାଟ୍ୟଚାର୍ୟୋ ଶ୍ରୀ ରଘୁନାଥ ପଣ୍ଡାଙ୍କ ସମ୍ମାନିତ କରିବା ପାଇଁ ୭ଦିନ ଧରି ଏହିପରି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: