Advertisements
Thursday, July 2, 2020
Home Education & Literacy ନିଶା ନିବାରଣ ପାଇଁ କର୍ଲାମୁଣ୍ଡାରେ ରାଲୀ

ନିଶା ନିବାରଣ ପାଇଁ କର୍ଲାମୁଣ୍ଡାରେ ରାଲୀ

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା(୩୧/୦୮): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ଆଜି ନିଶା ନିବାରଣ ପାଇଁ ଜନ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି | ଜନ ସେବା ସଂଗଠନ ତରଫରୁ ଏହି ରାଲି ଅନୁଷ୍ଠିତ ହୋଇଛି |

ଏଥିରେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଜିଲ୍ଲା ଉପସଭା ପତି -ଜଗନ୍ନାଥ ଚୌଧୁରୀ, ଜିଲ୍ଲା ସମ୍ପାଦକ – ବିଜୟ ସୁନା, ଜିଲ୍ଲା କୋଷାଧକ୍ଷ-ବୁଦ୍ଧେସ୍ୱର୍ ଚୌଧୁରୀ, ଜିଲ୍ଲା ସହ ସମ୍ପାଦିକା – ଶର୍ମିଷ୍ଠା ପୁଟେଲ, ବ୍ଲକ ସଭାପତି – କୁଞ୍ଜ ସାହୁ, ବ୍ଲକ ସମ୍ପାଦିକା – ଜୟନ୍ତୀ ସାହୁ, ବ୍ଲକ କୋଷାଧ୍ୟକ୍ଷ – ରଘୁ ରାଜ ସାହୁ ସାମିଲ ହୋଇ ଏହି ରାଲି ମାଧ୍ୟମରେ ସମାଜରେ ନାରୀ ପ୍ରତି ହୋଇଥିବା ନିର୍ଯାତନା ଓ ନିଶା ଦ୍ରବ୍ୟ ପାଇଁ ହାନି ହୋଇଥିବା ଜନ ଜୀବନ ନିୟନ୍ତ୍ରଣ ହୋଇ ପାରିବ ତା ନେଇ ସଚେତନ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: