ରାଇକିଆ ବିଜୟ ହାଇସ୍କୁଲଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୩୦/୦୮): କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି | ଏହି ଜାତୀୟ କ୍ରୀଡା ଦିବସ ରେ ରାଇକିଆ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୀମାଦ୍ରୀ କହ୍ନର ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ |

ଜାତୀୟ କ୍ରୀଡା ଦିବସ ପାଳନ ଓ ଧ୍ୟାନ ଚାନ୍ଦ ଙ୍କ ଯିବନି ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ କହିଥିଲେ | ସିମାଞ୍ଚଳ ଦିଗଲ, କ୍ରୀଡା ଶକ୍ଷୟିତ୍ରୀ ବିଜୟ କାନ୍ଦୁଲଣା ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା | ଏହି କ୍ରୀଡା ଦିବସକୁ ବିଜୟ ହାଇସ୍କୁଲର ପ୍ରଧାନ ଶିକ୍ଷକ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ |

Comments are closed.