Advertisements
Thursday, July 2, 2020
Home District News ଡିଗ୍ରୀ କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ଡିଗ୍ରୀ କଲେଜରେ ଚାରା ରୋପଣ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୩୦/୦୮): ବୈପାରୀଗୁଡା ଶହୀଦ ଲଷ୍ମଣନାୟକ ଡିଗ୍ରୀ କଲେଜ ପରିସରରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୟନ ଓ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିଲେ ଲ ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ବୈପାରୀଗୁଡାରେ ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗ ଦେଇଥିବା ଜଣାପଡୁଛି |

ଅନୁଷ୍ଠାନର ୨୦୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କଲେଜ ରାସ୍ତା ଦୁଇ କଢ଼ରେ ଠିଆହୋଇ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ | ପରେ କଲେଜ ପରିସରରେ ବିଭିନ୍ନ ପ୍ରକାର ଫଳ ଚାରା ରୋପଣ କାର୍ଯ୍ୟକ୍ରମ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା l ଛାତ୍ର ଛାତ୍ରୀ ଓ ଅତିଥିଙ୍କ ଦ୍ୱରା ୫୦ରୁ ଉର୍ଦ୍ଧ ଚାରା ରୋପଣ କରିଥିବା ଜଣାପଡିଛି | ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ପଞ୍ଚାୟତ ସମିତି ଅଧ୍ୟକ୍ଷା ସରୋଜିନୀ କାଣ୍ଡିକି, ଜିଲ୍ଲା ପରିଷଦ ମେମ୍ବର ପ୍ରଶାନ୍ତ ଗୁପ୍ତା, ହୀରାମଣି ପୂଜାରୀ, ବନଖଣ୍ଡ ଅଧିକାରୀ ରମେଶ ରାଉତ, ବୈପାରୀଗୁଡା ସରପଞ୍ଚ ଭାଗିରଥି ମୁରଜିଆ, ଅନୁଷ୍ଠାନର ସଭାପତି ମୋନଜ ମହାପାତ୍ର, ସମ୍ପାଦକ ସୁନିଲ ମିଶ୍ର, କଲେଜ ଅଧ୍ୟକ୍ଷ ସ୍ନେହଲତା ପଟ୍ଟନାୟକ, ମନସି ଆଚାର୍ଯ୍ୟ, ମୌସୁମୀ ମହାନ୍ତି, ହିମାଂଶୁ ଶେଖର ବକ୍ସି ଉପସ୍ଥିତ ଥିବା ବେଳେ ଅଶ୍ୱନୀ ଟାକ୍ରି ପରିଚାଳନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: