Friday, March 29, 2024

Top 5 This Week

Related Posts

ବଂଶଧାରା ଫୁଲୁଛି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୦୯) : ଗତ ତିନିଦିନ ହେବ ବଙ୍ଗୋପସାଗରରେ ଉଠିଥିବା ଲଘୁଚାପ ଯୋଗୁଁ ବଂଶଧାରା ଫୁଲିବାରେ ଲାଗିଛି ।

ଗତ ୩ ଦିନ ହେବ କାଶୀନଗର ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେବା ଓ ଉପର ମୁଣ୍ଡରେ ବର୍ଷା ହେଉଥିବା ଯୋଗୁଁ ବଂଶଧାରା ନଦୀ କାଶୀନଗର ଅଞ୍ଚଳରେ ବନ୍ୟା ଆଶଙ୍କା ଉପୁଜିଛି । ଗତକାଲି ସନ୍ଧ୍ୟାରେ କାଶୀନଗର ଠାରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିଲା । ଆଜି ସକାଳେ ୬ ଟାରେ ଜଳସ୍ତର ୫୩.୮୯ ମି. ରହିଥିଲା । ମୋଟ ଭାବେ ୪୬ ମିମି ବର୍ଷା ହୋଇଥିଲା । ଯଦି ଉପର ମୁଣ୍ଡରେ ବର୍ଷା ଅଧିକ ହେବ ତାହା ହେଲେ ବନ୍ୟା ଆଶଙ୍କା ଦେଖାଦେବ ।

Popular Articles