ମାଗଣା ଚିକିତ୍ସା ଓ ପରୀକ୍ଷଣ ଶିବିର ଅନୁଷ୍ଠିତ

0
128
ମାଗଣା ଚିକିତ୍ସା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ଼, ତା (୧୧/୦୯) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ରେ ସାଧାରଣ ଲୋକେ କିପରି ଚିକିତ୍ସା ସେବା ପାଇ ପାରିବେ ସେ ନେଇ ଟିଟିଲାଗଡ଼ ଓକିଲ ସଂଘ ତରଫରୁ ଏକ ମାଗଣା ଚିକିତ୍ସା ଶିବିର ର ଆୟୋଜନ କରାଯାଇ ଥିଲା ।WhatsApp Image 2022 09 11 at 6.42.40 PM ମାଗଣା ଚିକିତ୍ସା ଓ ପରୀକ୍ଷଣ ଶିବିର ଅନୁଷ୍ଠିତ

ଏହି ଅଞ୍ଚଳରେ ସାଧାରଣ ଲୋକେ ନିଜେ କେଉଁ କାରଣରୁ ତାଙ୍କୁ କେଉଁ ରୋଗରେ ଗୁରୁତର ହେଉଛନ୍ତି ସେ ନେଇ ସେମାନେ ଜାଣି ପାରୁ ନାହାଁନ୍ତି । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକେ କିପରି ସଚେତନ ହୋଇ ଉପଯୁକ୍ତ ଚିକିତ୍ସା ସେବା ପାଇ ପାରିବେ ସେ ନେଇ ଟିଟିଲାଗଡ଼ ଓକିଲ ସଂଘ ତରଫରୁ ଏକ ମାଗଣା ଚିକିତ୍ସା ଶିବିର ତଥା ମାଗଣାରେ ବିଭିନ୍ନ ପ୍ରକାର ପରୀକ୍ଷା ର ବ୍ୟବସ୍ଥା କରାଯାଇ ଥିଲା । ସ୍ୱାସ୍ଥ୍ୟ ଚିକିତ୍ସା ଶିବିରରେ ଦାୟିତ୍ୱ ନେଇ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା କାର୍ଯ୍ୟକର୍ତ୍ତା ଙ୍କୁ ସମ୍ମାନିତ କରାଯାଇଥିଲା ।