Saturday, August 8, 2020
Home Government News ଜନତାଙ୍କ ଦୁଃଖରେ ଦୁଃଖୀ ବିଧାୟକ, ସାହାଯ୍ୟ ପାଇଁ ପ୍ରତିଶୃତି

ଜନତାଙ୍କ ଦୁଃଖରେ ଦୁଃଖୀ ବିଧାୟକ, ସାହାଯ୍ୟ ପାଇଁ ପ୍ରତିଶୃତି

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୮/୦୮/୨୦୧୯): ରାମାନାଗୁଡା ବ୍ଳକ କୁଜେନ୍ଦ୍ରୀ ପଞ୍ଚାୟତର ନାରାୟଣଗୁଡା ଗ୍ରାମରେ ଏକ ଦେଡବର୍ଷର ଝିଅ ଯମୁନାର ମୁହଁରେ ମାଂସ ପିଣ୍ଡୁଳା ବଢିବାରେ ଲାଗିଛି ।

ଅସହ୍ୟ କଷ୍ଟ ହେଉଥିବା ଓ ପରିବାର ଦିନ ମଜୁରିଆ ହୋଇଥିବା ହେତୁ ଚିକିତ୍ସା କରିପାରୁ ନ ଥିବାରୁ ପ୍ରଶାସନ ଓ ଜନତାଙ୍କୁ ଅନୁରୋଧ କରିଥିଲୁ କିଛି ସାହାଯ୍ୟ କରବା ନିମନ୍ତେ | ଏହି ପରିପେକ୍ଷୀରେ କିଛି ସାମ୍ବାଦିକ ଓ ସ୍ବେଛାସେବୀ ବନ୍ଧୁ ମାନେ ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗଙ୍କ ସହ ଆଲୋଚନା କରିଥିଲେ | ପରେ ନିର୍ବାଚିତ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, କୁଜେନ୍ଦ୍ରୀ ସରପଞ୍ଚ ନାରାୟଣ ଗୁଡା ଗ୍ରାମକୁ ଯାଇ ପରିବାରଙ୍କ ସହ ଆଲୋଚନା କରିଛନ୍ତି । ଅତି ଶିଘ୍ର ଯମୁନାକୁ ଜିଲ୍ଲା ପ୍ରଶାସନର ସହ ଆଲୋଚନା କରି ତାର ଅପେରସନ୍ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବିଧାୟକ | ପୁଣି ସମସ୍ତ ଜନସାଧାରଣ ତଥା ମିଡ଼ିଆ ବନ୍ଧୁ ମାନଂକୁ ଅନୁରୋଧ କରିଛନ୍ତି ଏହିପରି ଘଟଣା ମାନ ଲୋକ ଲୋଚନକୁ ଆଣିଥିବାରୁ ସେମାନେ ହିଁ ପ୍ରକୃତରେ ସମାଜର ମାର୍ଗ ଦର୍ଶକ ବୋଲି ପ୍ରଶଂସା କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: