Related Contents

ଜଗନ୍ନାଥ ପୁର ଗ୍ରାମରେ ନିର୍ମିତ ବନ୍ଧ କାମ ଅତି ନିମ୍ନ ମାନର

ରିପୋର୍ଟ: ପ୍ରଦୀପ କୁମାର ପାତ୍ର
ଗୁଣୁପୁର(୨୫/୦୮): ଗୁଣୁପୁର ବ୍ଲକ ଜଗନ୍ନାଥ ପୁର ଗ୍ରାମରେ ନିର୍ମିତ ବନ୍ଧ କାମ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ଗତକାଲି ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପ୍ରାୟ ୨୦ ଏକର ଚାଷ ଜମିରେ ପାଣି ପଶି ସମସ୍ତ ଜମି ନଷ୍ଟ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀଙ୍କ ଦେଖା ମିଳିନାହିଁ |

ଅପରପକ୍ଷରେ କ୍ଷତିଗ୍ରସ୍ତ ଚାଷୀ ଏ ବନ୍ଧ ନିର୍ମାଣ ଅତି ନିମ୍ନମାନର ହୋଇଥିବା ବେଳେ ଏହି କାମ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଦାୟୀ କରିଛନ୍ତି ସେମାନଙ୍କୁ ତୁରନ୍ତ କ୍ଷତି ଅର୍ଥ ପ୍ରଦାନ ପାଇଁ ଦାବି କରିଛନ୍ତି | ଆମ ପ୍ରତିନିଧି ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ କୌଣସି ମନ୍ତବ୍ୟ କ୍ୟାମେରା ସାମ୍ନାରେ କହିବାକୁ ମନ କରିଛନ୍ତି |

Comments are closed.