Saturday, August 8, 2020
Home Children Issue ଭୁତ କୋଠି ପାଲଟିଛି ସ୍କୁଲ, ଅଙ୍ଗନବାଡି କେନ୍ଦ୍ରରେ ଚାଲିଛି ପାଠପଢା

ଭୁତ କୋଠି ପାଲଟିଛି ସ୍କୁଲ, ଅଙ୍ଗନବାଡି କେନ୍ଦ୍ରରେ ଚାଲିଛି ପାଠପଢା

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୨୨/୦୮): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଚ଼ାଂୟତ ମୁଚ଼ୁଲଗୁଡି ପ୍ରାଥମିକ ବିଦ୍ୟାଳୟଟି ୨/୩ ବର୍ଷ ତଳେ ପବନରେ ଟିଣଛପର ଉଡିଯାଇଛି | ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ସଂଖ୍ୟା ୧୮ଜଣକୁ ମାତ୍ର ଦୁଇଜଣ ଶିକ୍ଷକ ଅଛନ୍ତି |

ସ୍କୁଲଘରଟି ପବନରେ ଉଡିଯିବାରୁ ଗାଁର ଗୋଟିଏ ପିଣ୍ଡାରେ ଚ଼ାଲିଥିଲା ପିଲାଙ୍କ ପାଠପଢା | ଏବେ ସେଠାରେ ଗୋଟିଏ ଅଙ୍ଗନବାଡି ଘରଟି ତିଆରି ହୋଇଥିବାରୁ ସେଠାରେ ଅଙ୍ଗନବାଡି କର୍ମୀ , ଶିକ୍ଷକ ଓ ସ୍କୁଲକମିଟିର ସଭ୍ୟମାନଙ୍କ ବୁଝାମଣାରେ ଚ଼ାଲିଛି ପିଲାମାନଙ୍କ ଶିକ୍ଷା | ଏହି ଅସୁବିଧାର ସମାଧନ ନିମନ୍ତେ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଧନଞ୍ଜୟ ଦୋରା ଉପଉରିସ୍ତ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଇଥିଲେ | ଏବଂ ଡିପିଇପି ର କନିଷ୍ଟ ଯନ୍ରୀ ଶ୍ରୀ ମହାପାତ୍ରଙ୍କୁ ମଧ୍ୟ୍ୟ କହିଥିଲେ ଏବଂ ସେ ଅଳ୍ପଦିନ ମଧ୍ୟ୍ୟରେ ସ୍କୁଲଘରର ମରାମତି କରିବା ନିମନ୍ତେ କହିଥିଲେ |କିନ୍ତୁ କୋଣସି ମରାମତି କାମଟି ହେଉ ନ ଥିବା ଯୋଗୁଁ ପାଠପଢାରେ ନାହି ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସ୍କୁଲକମିଟି ଓ ଶିକ୍ଷକ ମନରେ ଦୁଖପ୍ରକାଶ ପାଉଛି |ଏଣୁ ତୁରନ୍ତ ଏହି ସ୍କୁଲକାମଟି ଆରମ୍ଭ କରିବା ନିମନ୍ତେ ମୁଚ଼ଲଗୁଡି ଗ୍ରାମବାସି ପ୍ରଶାସନକୁ ନିବେଦନ କରିଛନ୍ତି |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

ବନ୍ଧୁଗାଁ ବ୍ଲକରେ ବିଜେଡି ଜୋନାଲ କମିଟିର ବୈଠକ ଆୟୋଜନ ଓ ଆଲୋଚନା ଚକ୍ର

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା ୬:୮:୨୦): ବନ୍ଧୁଗାଁ ବ୍ଲକର କୁଟ୍ରାବେଡା ଓ କୁମ୍ଭାରୀପୁଟ ମଧ୍ୟସ୍ତ ସ୍ଥାନରେ ବିଜେଡି ଦଳ ତରଫରୁ ପଣ୍ଡିତ ବିଷୟଙ୍କ ଏକ ଜୋନାଲ କମିଟି ଓ ଆଲୋଚନା ଚକ୍ର...

ବିପିଏଲ ପରିବାରଙ୍କୁ ୱେସକୋର କରୋନା ମାଡ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୬ ୵ ୮ ): କରୋନା ମହାମାରୀ ଯୋଗୁଁ କାମଧନ୍ଦା ନ ପାଇଁ ସବୁଠୁଁ ବେଶୀ ସମସ୍ୟା ଭିତରେ ଦରିଦ୍ର ସୀମାରେଖା ତଳେ ଥିବା...

Recent Comments

%d bloggers like this: