Advertisements
Saturday, July 4, 2020
Home Government News ମାଓପ୍ରବଣ ଅଂଚଳରେ ଡି କେ ଡି ଏ କାର୍ଯ୍ୟାଳୟ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ

ମାଓପ୍ରବଣ ଅଂଚଳରେ ଡି କେ ଡି ଏ କାର୍ଯ୍ୟାଳୟ ଉଦଘାଟନ କଲେ ମାନ୍ୟବର ମନ୍ତ୍ରୀ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୩/୦୮): ରାୟଗଡା ଜ଼ିଲ୍ଲାର ମାଓବାଦୀଙ୍କ ଗଡ଼ କୁହାଯାଉଥିବା କଲ୍ୟାଣ ସିଂଗପୁର ବ୍ଲକର ନିୟମଗିରି ପାହାଡ଼ରେ ଅବସ୍ଥିତ ପର୍ସାଲି ଠାରେ ଡଙ୍ଗରିଆ କନ୍ଧଙ୍କ ଉନ୍ନତି ନିମନ୍ତେ ଏକ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ଏକ ନୂତନ କୋଠାକୁ ମାନ୍ୟବର ଅନୁସୂଚିତ ଜାତି ଓ ଜନଜାତି ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି |

ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ଆଦିମ ଆଦିବାସୀଙ୍କ କିପରି ଉନ୍ନତି ହେବ ସେଥିପାଇଁ ଏକ ଡିକେଡିଏ ସଂସ୍ଥା ଏହି ନିୟମ ଗିରି ଅଂଚଳରେ କାମକରୁଛି | ଏହି କୋଠା ଯାହା କି ଓପିଲିପି ଫଣ୍ଡରୁ ୪୦ଲକ୍ଷ ଟଙ୍କା ବ୍ୟୟରେ ଡିକେଡିଏ ସଂସ୍ଥା କାର୍ଯ୍ୟ କରିଥିବା ଏହି କୋଠା କାର୍ଯ୍ୟାଳୟକୁ ମନ୍ତ୍ରୀ ଉଦଘାଟନ କରିଥିଲେ | ଅଂଚଳଟି ମାଓବାଦୀଙ୍କ ଲାଲଗଡ଼ ରୂପେ ପରିଚିତ | ତେଣୁକରି ପାର୍ସଲି ଗ୍ରାମ ସହିତ ଏହାର ଆଖ ପାଖକୁ ଅଂଚଳକୁ ସି ଆର ପି ଏଫ ର ୪ର୍ଥ ବାଟାଲିୟନ ଯବାନ ମାନେ ଛାଉଣୀରେ ଭରିଦେଇଥିଲେ | ସି ଆର ପି ଏଫର ୪ର୍ଥ ବାଟାଲିୟନର ଆସିସଟେଣ୍ଡ କୋମାଣ୍ଡେଣ୍ଟ ଗୁରୁଚରଣ ସ୍ୱାଇଁ ଓ କଲ୍ୟାଣ ସିଂଗପୁର ଥାନାର ଭାର ପ୍ରାପ୍ତ ଅଧିକାରୀ କୁନି ଶବର ଉପସ୍ଥିତ ରହି ମାଓବାଦୀଙ୍କ ଉପରେ ତୀକ୍ଷଣ ନଜର ରଖିଥିଲେ | ଏହି କାର୍ଯ୍ୟକ୍ରମରେ ରାୟଗଡା ପି ଏ ଆଇ ଟି ଡି ଏ ଟୁଟୁ ବାରିକ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପାର୍ସଲ ଡିକେଡିଏର ସ୍ୱତନ୍ତ୍ର ଉନୟନ ଅଧିକାରୀ ମଦନ ମୋହନ ଦଳବେହେରା କନିଷ୍ଠ ଯନ୍ତ୍ରୀ ଦେବଦାସ ସ୍ୱାଇଁ ଓପିଲିପି ପ୍ରୋଜେକଟ ମ୍ୟାନେଜେର ନିରଞ୍ଜନ ସ୍ୱାଇଁ ଉପସ୍ଥିତ ରହିଥିଲେ | କାଁଶୁର ପାତଲମ୍ବାର ଡଙ୍ଗରିଆ ମହିଳା ମାନେ ପାରମ୍ପରିକ ଭେଷ ଭୁଷାରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ | ଏହି କୋଠା ଯାହା କି ଓପିଲିପି ଫଣ୍ଡରୁ ୪୦ଲକ୍ଷ ଟଙ୍କା ବ୍ୟୟରେ ଡିକେଡିଏ ସଂସ୍ଥା କାର୍ଯ୍ୟ କରିଥିବା ଏହି କୋଠା କାର୍ଯ୍ୟାଳୟକୁ ମନ୍ତ୍ରୀ ଉଦଘାଟନ କରିଥିଲେ | ଅଂଚଳଟି ମାଓବାଦୀଙ୍କ ଲାଲଗଡ଼ ରୂପେ ପରିଚିତ | ତେଣୁକରି ପାର୍ସଲି ଗ୍ରାମ ସହିତ ଏହାର ଆଖ ପାଖକୁ ଅଂଚଳକୁ ସି ଆର ପି ଏଫ ର ୪ର୍ଥ ବାଟାଲିୟନ ଯବାନ ମାନେ ଛାଉଣୀରେ ଭରିଦେଇଥିଲେ | ସି ଆର ପି ଏଫର ୪ର୍ଥ ବାଟାଲିୟନର ଆସିସଟେଣ୍ଡ କୋମାଣ୍ଡେଣ୍ଟ ଗୁରୁଚରଣ ସ୍ୱାଇଁ ଓ କଲ୍ୟାଣ ସିଂଗପୁର ଥାନାର ଭାର ପ୍ରାପ୍ତ ଅଧିକାରୀ କୁନି ଶବର ଉପସ୍ଥିତ ରହି ମାଓବାଦୀଙ୍କ ଉପରେ ତୀକ୍ଷଣ ନଜର ରଖିଥିଲେ | ଏହି କାର୍ଯ୍ୟକ୍ରମରେ ରାୟଗଡା ପି ଏ ଆଇ ଟି ଡି ଏ ଟୁଟୁ ବାରିକ ଜ଼ିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ପାର୍ସଲ ଡିକେଡିଏର ସ୍ୱତନ୍ତ୍ର ଉନୟନ ଅଧିକାରୀ ମଦନ ମୋହନ ଦଳବେହେରା କନିଷ୍ଠ ଯନ୍ତ୍ରୀ ଦେବଦାସ ସ୍ୱାଇଁ ଓପିଲିପି ପ୍ରୋଜେକଟ ମ୍ୟାନେଜେର ନିରଞ୍ଜନ ସ୍ୱାଇଁ ଉପସ୍ଥିତ ରହିଥିଲେ | କାଁଶୁର ପାତଲମ୍ବାର ଡଙ୍ଗରିଆ ମହିଳା ମାନେ ପାରମ୍ପରିକ ଭେଷ ଭୁଷାରେ ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: