ଗଜପତି ବିଜେଡି ର ଶକ୍ତି ପ୍ରଦର୍ଶନ

0
177
ଗଜପତି ବିଜେଡି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୯) : ମାନ୍ୟବର ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ କେପିଟାଲ ଫାଉଣ୍ଡେସନ ତରଫରୁ ଯେଉଁ ଜୀବନ ବ୍ୟାପୀ ସେବା ପାଇଁ ପୁରସ୍କାର ମିଳିଛି । ଗଜପତି ବିଜେଡି ଭୁବେନେଶ୍ୱର ରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦେବ ପାଇଁ ଗଜପତି ବିଜେଡି ଭୁବେନେଶ୍ୱରରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜୁ ଜନତା ଦଳ ର ସାଧାରଣ ସମ୍ପାଦକ ଶ୍ରୀ ମରୁତ ପାଳ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବାରା ତିରୁପତି ରାଓ, ଗଜପତି ଜିଲ୍ଲା ର ବିଭିନ୍ନ ବ୍ଲକ ର ଅଧ୍ୟକ୍ଷ ଓ କର୍ମକର୍ତ୍ତା ଜେମ୍ସ ରାଇକା, ବହୁଳ ମାତ୍ରାରେ ଭୁବନେଶ୍ୱରରେ ପହଞ୍ଚି ସଙ୍ଗଠନ ସୁଦୃଢତା ଶକ୍ତି ପ୍ରଦର୍ଶନ କରିଛନ୍ତି । ସାତୋଟି ଯାକ ବ୍ଲକରେ ବିଜୁ ଜନତା ଦଳ ବାଜିମାତ କରିଥିବାରୁ ଶ୍ରୀ ତିରୁପତି ରାଓ ନେତୃତ୍ୱରେ ବହୁ ଆଗ ଧାଡି ର ନେତା ଭୁବନେଶ୍ୱରରେ ଠୁଳ ହୋଇଛନ୍ତି ।