Advertisements
Saturday, July 4, 2020
Home headline ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ବୈଠକ

ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ବୈଠକ

ରିପୋର୍ଟ: ଭଗବାନ ମହାନ୍ତି/ନିମାଇଁ ବଘାର
ମୁରିବାହାଲ(୧୮/୮): ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମିଟିଙ୍ଗ ହଲରେ ଜିଲା ସଭାପତି ପ୍ରବୀର କୁମାର କମ୍ପଙ୍କ ଅଧ୍ୟକ୍ଷତାରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ବୈଠକ ଅନୁଷ୍ଠିତ ହୋଇଯାଇଛି | ମୁରିବାହାଲ ବ୍ଲକର ୧୯୫ଆଶା କର୍ମୀ ଏହି ବୈଠକରେ ଯୋଗଦେଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା |

ମୁଖ୍ୟତ ଚାଇଲଡ଼ ସ୍ପେସିଆଲିଷ୍ଟ, ଜ୍ଞାନୋକୋଲୋଜିଷ୍ଟ, ଲେବ-ଟେକନିସିଏନ ପାଇଁ ଦାବି କରିଥିଲେ | ଠିକ ସମୟରେ ପେମେଣ୍ଟ ହେଉ ନ ଥିବା ଅଭିଯୋଗ କରିଥିଲେ | ଏହି ବୈଠକରେ ରାଜ୍ୟ ସମ୍ପାଦକ ନମିତା ସାହୁ, ରାଜ୍ୟ ଉପସଭାପତି ବିଜୟ ଜେନା ଓ ରାଜେନ୍ଦ୍ର ପ୍ରତାପ ସିଂ, ବ୍ଲକ ସଭାପତି ପୁଷ୍ପଲତା ଧୀର, ସମ୍ପାଦିକା ପୁଷ୍ପା କୁମ୍ଭାର,କାର୍ଯ୍ୟକାରିଣୀ ମେମ୍ବର କନ୍ଦର୍ପ ଦୀପ, ଝସକେତନ ଦୀପ, ମହେନ୍ଦ୍ର ରଣା, ଆଶା କର୍ମୀ ଜାନକୀ କୁମ୍ଭାର, କାନ୍ତି ଲୁହା, ଜଗଧାତ୍ରୀ ଟାକ୍ରି, ଜୟନ୍ତୀ ସାହୁ, କ୍ଷିରକାନ୍ତି ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: