Thursday, August 6, 2020
Home Farmer Issue କଳାହାଣ୍ଡି ସାଂସଦ ବସନ୍ତପଣ୍ଡାଙ୍କ ବନ୍ୟାଞ୍ଚଳ ପରିଦର୍ଶନ

କଳାହାଣ୍ଡି ସାଂସଦ ବସନ୍ତପଣ୍ଡାଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି (୧୭/୦୮/୨୦୧୯): ଗତ ତିନି ଦିନ ଧରି ବର୍ଷାରେ କର୍ଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି | ବହୁ ସ୍ଥାନରେ ରାସ୍ତା ଧୋଇ ହୋଇ ଯାଇଥିବା ବେଳେ କେଉଁଠି ଚାଷ ଜମି ବାଲିଚର ହୋଇଛି , ଅନେକ ଘର ଧାରାସାଇ ହୋଇଛି ।

ବର୍ତ୍ତମାନ ବର୍ଷା କମି ଯାଇଥିବା ବେଳେ କଚା ଘର ପୁଣି ଭୁଶୁଡି ଥିବା ଦେଖା ଦେଇଛି । ଆଜି କଳାହାଣ୍ଡି ସାଂସଦ ତଥା ରାଜ୍ୟ ସଭାପତି ବସନ୍ତ ପଣ୍ଡା କର୍ଲାମୁଣ୍ଡା ପ୍ରତ୍ୟେକ ପଞ୍ଚାୟତ ପରିଦର୍ଶନ କରିଥିଲେ।ପରେ କର୍ଲାମୁଣ୍ଡା ପଞ୍ଚାୟତ ସମିତି ବୈଠକ ଗ୍ରୁହ ଠାରେ ଏକ ବୈଠକରେ ପଞ୍ଚାୟତ ସମିତି ଅଧକ୍ଷ୍ୟା ଅମ୍ରିତା ସାହୁ,ସାଂସଦ ବସନ୍ତ ପଣ୍ଡା,ଜିଲ୍ଲା ପରିଷଦ ଅଧକ୍ଷ୍ୟା ନମିତାରାଣୀ ସାହୁ,ଜିଲ୍ଲା ପରିଷଦ ସଦସ୍ୟା ପୁଷ୍ପ କାନ୍ତୀ କୁମାର,ପ୍ରଭାତୀ ଭୋଇ,କର୍ଲାମୁଣ୍ଡା ବିଡିଓ ପ୍ରିୟଦର୍ଶନୀ ମିର୍ଧା ଓ କର୍ଲାମୁଣ୍ଡା ତହସିଲଦାର ସର୍ବେଶ୍ବର ଜାଲ ଯୋଗ ଦେଇଥିଲେ। ଶ୍ରୀ ପଣ୍ଡା ଵନ୍ୟା ବିପନ୍ନ ପରିବାର କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ପ୍ରଶାସନଙ୍କୁ ନିର୍ଦେଶ ଦେଇଥିଲେ।ସାଂସଦ ଙ୍କ ସହ ମଣ୍ଡଳ ସଭାପତି ଚିତ୍ର ସାହୁ,ବଲ୍ଲଭ ସାହୁ,ଶରତ ସାହୁ,ନବୀନ କିଶୋର ସାହୁ,ଦୟା ସାହୁ,ପଦ୍ମାବତୀ ତ୍ରିପାଠୀ,ଅବନୀ ସାହୁ,ଟିକେଧର ରଣା ,ଗଣେଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: