Related Contents

ବଜ୍ରାଘାତରେ ଜଣକର ମୃତ୍ୟୁ

ରିପୋର୍ଟ: ମାଧବ ସାହୁ
ସାଲେଭଟା (୧୭/୦୮): ଆଜି ଅପରାହ୍ନରେ ବଜ୍ରାଘାତ ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି |

ସେ ବ୍ୟକ୍ତି ଜଣକ ହେଲେ ବାହାଦୁଲ ଵିଶ୍ୱାଲ,ପିତା-ଲେକରୁ ,ଗ୍ରାମ-ତେନ୍ତୁଲିଖୁଣ୍ଟି, ଥାନା-ଲୋଇସିଙ୍ଘା,ଗ୍ରା ପ- ନଅଗାଁ (ଖ) ର ବୋଲି ଜଣାପଡିଛି | ସୂଚନା ଅନୁସାରେ ସେ ଆଜି ଅପରାହ୍ନ ୫ଟା ସମୟରେ ଖେତରେ କାମ କରୁଥିବା ସମୟରେ ପ୍ରବଳ ବର୍ଷ ସାଙ୍ଗକୁ ବିଜୁଳି ହୋଇଥିଲା | ହଠାତ ଏକ ବଜ୍ରାଘାତ ହୋଇଥିବାରୁ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲା |

Comments are closed.