ପୁର୍ବତନ ବୈଦେଶିକ ମନ୍ତ୍ରିଙ୍କୁ ଗଭିର ଶ୍ରଦ୍ଧାଞ୍ଜଳି

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ(୧୨/୦୮/୧୯): ଲମତାପୁଟ ଠାରେ ଭାରତିୟ ଜନତା ପର୍ଟି ତରଫରୁ ପୁର୍ବତନ ବୈଦେଶିକ ମନ୍ତ୍ରି ସୁଷମା ସ୍ବରାଜଙ୍କ ଆତ୍ମା ର ଶାନ୍ତି ନିମନ୍ତେ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

ଏହି ଅବଶରରେ ଇଶ୍ଵର ଦାର୍ଲି,ତପନ ଖିଲ,ଆଦିତ୍ୟ ଶିଶା, ଦୟାନିଧି ପୁଜାରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ସୁଷମା ସ୍ୱରାଜଙ୍କ ସ୍ମୃତି ଚାରଣ ସହିତ ଭାରତୀୟ ଜନତା ପାର୍ଟିର ଅପୁରଣିୟ କ୍ଷତି ଘଟିଲା ବୋଲି ଆଲୋଚନା କରାଯାଇଥିଲା। ସାରା ଦେଶ ତାଙ୍କୁ ଝୁରୁଥିବା ବେଳେ ସେ ଚିର ଅମର ରହିବେ ବୋଲି ଆଲୋଚନା କରାଯାଇଥିଲା । ଏବଂ ଶେଷରେ ଶ୍ରୀମତି ସ୍ଵରାଜଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କ ଉଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

Comments are closed.