Advertisements
Tuesday, July 7, 2020
Home District News ଖପ୍ରାଖୋଲରେ ସ୍ୱାଧୀନତା ଦିବସ ପାଳିତ

ଖପ୍ରାଖୋଲରେ ସ୍ୱାଧୀନତା ଦିବସ ପାଳିତ

ରିପୋର୍ଟ: ଭୋଜରାଜ ବରିହା
ଖପ୍ରାଖୋଲ(୧୫/୦୮): ଆଜି ଆମଦେଶ ପାଳୁଛି ୭୩ତମ ସ୍ଵାଧୀନତା ଦିବସ ।

ଏହି ଅବସରରେ ଖପ୍ରାଖୋଲ ବ୍ଳକ ଘୁଂନସର ଠାରେ YCDA ସଂସ୍ଥାର କର୍ମକର୍ତ୍ତା ଏବଂ RBSS କଲେଜ ଛାତ୍ର ଛାତ୍ରୀ ମିଳିତଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ମହାତ୍ମାଗାନ୍ଧୀ,ସୁବାସ ଚନ୍ଦ୍ର ବୋଷଙ୍କୁ ସ୍ଵରଣ କରିଥିଲେ | ଦେଶପାଇଁ ମହାପୁରୁଷ ମାନଙ୍କ ବଳିଦାନ ଯୋଗୁ ବ୍ରିଟିଶ ସରକାର ଠାରୁ ମୁକ୍ତ ହୋଇଥିଲା ତାହାମଧ୍ୟ ମନେ ପକାଇଥିଲେ | ଏହି କାର୍ଯ୍ୟକ୍ରମରେ ଅଚୁତାନନ୍ଦ ସାହୁ ,ରଜତ କୁମାର ମହାପାତ୍ର ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିନା ଅସ୍ତ୍ରଶସ୍ତ୍ରରେ କରୋନା ଯୋଦ୍ଧା ସାଜିଛନ୍ତି ହୋମିଓପାଥି ଏବଂ ଆୟୁର୍ବେଦ ଡାକ୍ତର !!!

ରିପୋର୍ଟ: ରାକେଶ ମହାରଣା //କୋଦଳା (୦୬/୦୭): ବିଶ୍ୱ ମହାମାରି କୋଭିଡ୍ - ୧୯ ମୁକାବିଲା କରିବା ପାଇଁ ,ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ କାର୍ଯ୍ୟରତ ଚୁକ୍ତି ଭିତ୍ତିକ ଆୟୁଷ...

ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ପରେ କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟଡାଉନ୍ ଘୋଷଣା

ରିପୋର୍ଟ: ମାନସ ରଞ୍ଜନ ରାଉତ //କଳାହାଣ୍ଡି (୦୫/୦୭): କଳାହାଣ୍ଡି ଜିଲ୍ଲା କଲମପୁର ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ। ଏହି ପଞ୍ଚାୟତର ଗଞ୍ଜେଇଗୁଡ଼ା, ବରଗାଁ,...

ପାଗଳଙ୍କ ଉନ୍ମତକାଣ୍ଡ ଲାଗି ଘର ଜଳିଲା, ୧୦ ଛେଳି ଜୀବନ ଗଲା

ରିପୋର୍ଟ: ଏନ ସନ୍ତୋଷ କୁମାର //ବୈପାରୀଗୁଡା (୦୬/୦୭): ପାଗଳ ପ୍ରକୃତି ବ୍ୟକ୍ତି ନିଜ ଘରକୁ ନିଜେ ନିଆଁ ଲଗାଇ ଜlଳିଦେଇଥିବା ପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି...

Recent Comments

%d bloggers like this: