Monday, September 21, 2020
Home Business & Private ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ଉଦଘାଟିତ

ରିପୋର୍ଟ: ହିରୋଜ କୁମାର ସାହୁ
ମ.ରାମପୁର(୧୧/୦୮): ମ.ରାମପୁର ବ୍ଲକ ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ସାଇଦଳଙ୍ଗାରେ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ରୁମାନାଜାଫ୍ରି, ସତ୍ୟ ମିଶ୍ର ଉପସ୍ଥିତ ରହି ବ୍ୟାଙ୍କର ଉପକାରିତା ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।

ବ୍ୟାଙ୍କ ସେବାକେନ୍ଦ୍ର ପାଖରେ ହୋଇଥିବାରୁ ଜନସାଧାରଣଙ୍କ ମନରେ ଉତ୍ସାହିତ ଦେଖାଦେଇଥିଲା | ଏ ଅବସରରେ ଅଂଚଳର ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠି ଓ ଜନସାଧରଣ ଉପସ୍ଥିତ ଥିଲେ । ଶେଷରେ ଗ୍ରାହକ ସେବାକେନ୍ଦ୍ରର ସତ୍ଵାଧିକାରିଣୀ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

“କତାପିଲି ରାମକ୍ରିଷ୍ଣା” ଦ୍ୱାରା ମାସ୍କ ଓ ସାନିଟାଇଜର ବଣ୍ଟନ

ରିପୋର୍ଟ: ଲୋକନାଥ ସାହୁ// ଗୁଡାରି(୨୦/୦୯): ମହାମାରୀ କରୋନାର କଟକଣା କୋହଳ ହେବାପରେ ଲୋକମାନେ ବିନା ମାସ୍କରେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏଣୁ ଏହିସବୁ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଗୁଡାରି ସହରର "କତାପିଲି ରାମକ୍ରିଷ୍ଣା"...

ବଣ୍ଡାଘାଟୀକୁ ଛୁଇଁ ପାରିଲାନି କରୋନା ମହାମାରୀ, ମାଲକାନଗିରି

ରିପୋର୍ଟ୍ - ଜଗନ୍ନାଥ ଦଳେଇ // ଖଇରପୁଟ (୨୦/୯ ): ଦୀର୍ଘ ୬ ମାସ ଧରି କୋରୋନା ମହାମାରୀ ତାର କାୟା ବିସ୍ତାର ସାରା ବିଶ୍ୱରେ କରିଚାଲିଛି । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ...

ଅଜଣା ଗାଡି ଧକ୍କାରେ ବୃଦ୍ଧର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୧୯/୦୯) ବିନିକା ଥାନା ମହାଦେଵପାଲି ଫାଣ୍ଡି ଅଧୀନସ୍ଥ ତୁଲୁଣ୍ଡୁପାଲି ଗାଁର ପଞ୍ଚା ସାଣ୍ଡ (୫୫) ରାସ୍ତା ଅତିକ୍ରମ କରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଥିବା...

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

Recent Comments

%d bloggers like this: