Advertisements
Friday, June 5, 2020
Home Farmer Issue ବର୍ଷାଯୋଗୁଁ ଚାଷୀ କିଛି ମାତ୍ରାରେ ଆଶ୍ୱସ୍ତ

ବର୍ଷାଯୋଗୁଁ ଚାଷୀ କିଛି ମାତ୍ରାରେ ଆଶ୍ୱସ୍ତ

ରିପୋର୍ଟ: ଭଗବାନ ମହାନ୍ତି
ମୁରିବାହାଲ(୧୦/୦୮): ମୁରିବାହାଲ ଅଂଚଳରେ ଲାଗାଁ ବର୍ଷା ହେବା ଫଳରେ ଅଂଚଳର ଚାଷୀ ରୁଆ, ବିହୁଡା, କାର୍ଯ୍ୟ ଆରମ୍ଭ କରିଛନ୍ତି | ବର୍ଷା ଅଭାବରୁ ଅନେକ ସ୍ଥାନରେ ଧାନ ତଳି ମରିଯିବା ଅବସ୍ଥାରେ ରହିଥିଲା |

ବର୍ଷା ପରେ ଚାଷୀ ମନରେ କିଛି ଉତ୍ସାହ ଜାଗିଛି | ଫଳରେ ଧାର ଉଧାର କରି ପୁଣି ତାଙ୍କ ଚାଷ କାମ ଆରମ୍ଭ କରିଛି | ଯେଉଁ ଚାଷୀର ତଳି ବଂଚିଥିଲା ପୁଣି ରୋପଣ କାର୍ଯ୍ୟ ଆରମ୍ଭ କରିଛନ୍ତି | ବୁଣା ଧାନ ବର୍ଷା ନ ହେବା ଫଳରେ ଅଂଚଳ ଚାଷୀଙ୍କ ଧାନ ମରିଯାଇଥିଲା ଓ ଯାହା ବଂଚି ଥିଲା ତାହା ବେଉଷଣ ଚାଲିଛି | ଏଭଳି ବର୍ଷା ଲାଗି ରହିଲେ ଅନେକ ମାତ୍ରାରେ ସମସ୍ୟା ସମାଧାନ ହେବା ବୋଲି ଚାଷୀ ଚର୍ଚ୍ଚା କରୁଛନ୍ତି | ଧାନ ଚାଷ ପାଇଁ ଆହୁରି ବଡ଼ ବର୍ଷା ଦରକାର | ବିଳମ୍ବରେ ହେଲେ ସୁଦ୍ଧା ଏହି ବର୍ଷା କିଛି ମାତ୍ରାରେ ଚାଷୀଙ୍କ ମନରେ ହସ ଫୁଟାଇ ଚାଲିଛି | ବାକି ବିଲ ଚାଷ ଲାଗି ଚାଷୀକୁ ରୋଗପୋକ ର ଚିନ୍ତା ଲାଗିରହିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: