ଶ୍ରବଣ ମାସର ଚତୁର୍ଥ ସୋମବାରରେ କଉଡିଆଙ୍କ ଜଳାଭିଷେକ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୦/୦୮): କନ୍ଧମାଳ ଜିଲ୍ଲା ରାଇକିଆ ଠାରୁ ଚକାପାଦ ମନ୍ଦିରରେ ଶ୍ରବଣ ମାସର ସୋମବାରରେ ପାଣି ଜଳାଭିଷେକ ପାଇଁ ଆଜି ବହୁ କାଉଡିଆ ମାନେ ନଦୀରୁ ପାଣି ଉଠେଇଥିଲେ |

ସେମାନେ ଚକାପାଦ ମନ୍ଦିରକୁ ଆଜି ଠୁ ଯାଇଛନ୍ତି | ରାସ୍ତାରେ ଗଲାବେଳେ ବୋଲବମ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠୁଥିଲା | ଏହି କାଉଡିଆ ମାନେ ଚକାପାଦ ମନ୍ଦିରରେ ଜଳାଭିଷେକ କରିବେ ବୋଲି ପ୍ରକାଶ କରିଥିଲେ |

Comments are closed.