Thursday, March 28, 2024

Top 5 This Week

Related Posts

ପୌର ଉପାଧ୍ୟକ୍ଷ ଓ ସହକାରୀ ଯନ୍ତ୍ରୀ ଙ୍କ ବିଦ୍ୟାଳୟ ପରିଦର୍ଶନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୮) : ଆଜି ସକାଳେ କାଶୀନଗର ପୌର ପରିଷଦ ର ଉପାଧ୍ୟକ୍ଷ ଓ ସହକାରୀ ଯନ୍ତ୍ରୀ କାଶୀନଗର ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ପରିଦର୍ଶନ କରିଥିବା ଜଣାଯାଇଛି ।

ଆଗାମୀ ସ୍ୱାୟତ୍ତ ଶାସନ ଦିବସ କୁ ଆଖି ଆଗରେ ରଖି ପୌର କର୍ତ୍ତୃପକ୍ଷ ବିଭିନ୍ନ ସ୍କୁଲ ର ସ୍ୱଚ୍ଛତା ଓ ପରିଷ୍କାର ନେଇ ସ୍ଥିତି ପରଖିବା ପାଇଁ ପୌର ଉପାଧ୍ୟକ୍ଷ ଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ପରଖିଥିଲେ । ପ୍ରକାଶ ଥାଉ କି ଉପାଧ୍ୟକ୍ଷ ଯେଉଁ ବିଦ୍ୟାଳରେ ପାଠ ପଢୁଥିଲେ ସେହି ବିଦ୍ୟାଳୟ କୁ ପରିଦର୍ଶନ ର ସୁଯୋଗ ମିଳିଥିବା ରୁ ଆନନ୍ଦ ପ୍ରକାଶ କରିଥିଲେ ।

Popular Articles