Advertisements
Friday, June 5, 2020
Home Children Issue ଜାତୀୟ କୃମି ନାଶକ ଦିବସ ପାଳିତ

ଜାତୀୟ କୃମି ନାଶକ ଦିବସ ପାଳିତ

ରିପୋର୍ଟ: ବଳରାମ ବାଗ
ଅତାବିରା (୦୮/୦୮): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ର ଅଗ୍ରଣୀ ଶିକ୍ଷାକେନ୍ଦ୍ର ଲରମ୍ଭା ମହାବିଦ୍ୟାଳୟ, ବ୍ରଜ ବିହାର ଲରମ୍ଭା ଠାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ କଲେଜର ଅଧ୍ୟକ୍ଷ ଡ଼.ନରେନ୍ଦ୍ର କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ଆଲବେଣ୍ଡାଜଳ ବିତରଣ କରିଥିଲେ |

ଉପାଧ୍ୟକ୍ଷ ପ୍ରଫେସର ରତନ କୁମାର ଶର୍ମା, ଅଧ୍ୟାପକ ଡ଼. ପ୍ରମୋଦ କୁମାର ଭୋଇ, ଅଧ୍ୟାପକ ଅଶୋକ କୁମାର ମହାନ୍ତି ଏହାର ସୁଫଳ ଉପରେ ଆଲୋଚନା କରିଥିଲେ | କଲେଜ ର ଜାତୀୟ ସେବା ସଂସ୍ଥା ଅଧିକାରୀ ସୁନୀଲ କୁମାର ପ୍ରଧାନ, ଡ଼. ଅଜିତ କୁମାର ନାଥ, ସଂଘମିତ୍ରା ମହାକୁର, ଆଶାକର୍ମୀ ପଙ୍କଜିନୀ ସୂଂଦୁରିଆ, ନଳିନୀ ରଣା ସହ ମହିଳା ସ୍ୱାସ୍ଥ୍ୟ କର୍ମୀ ବୈଦେହୀ ନାଏକ,ଲରମ୍ଭା ଔଷଧ ବିତରଣ କରିଥିଲେ | ଏ କାର୍ଯ୍ୟକ୍ରମରେ ପ୍ରମୋଦ ଚନ୍ଦ୍ର ସେଠ, ରଜତ କୁମାର ସାହୁ, ସରୋଜ କୁମାର ନାୟକ, ଅଧ୍ୟାପକ ବସନ୍ତ କୁମାର ପଧାନ, ଖେଳ ଶିକ୍ଷକ ହରିଶ କୁମାର ପାତ୍ର, ଅଧ୍ୟାପିକା ମୋନିକା ଶତପଥୀ, ନନ୍ଦିନୀ ଝଙ୍କାର ପ୍ରମୁଖ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: