Advertisements
Friday, June 5, 2020
Home Government News ଲଗାତାର ବର୍ଷା ଯୋଗୁଁ ଭାଙ୍ଗିଲା ଘର କାନ୍ଥ

ଲଗାତାର ବର୍ଷା ଯୋଗୁଁ ଭାଙ୍ଗିଲା ଘର କାନ୍ଥ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୦୪/୦୮): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାର ଢେପସାହିରେ ଲଗାତାର ବର୍ଷା ଯୋଗୁଁ ଶ୍ରୀ ଗଙ୍ଗା କ୍ରିଟାଙ୍ଗ ଭିଙ୍କର ଶୁକ୍ରବାର ଦିନ ୪ଘଣ୍ଟା ସମୟରେ କାନ୍ଥ ଭୁଶୁଡି ପଡି ଯାଇଥିବା ଅଭିଯୋଗ ହୋଇଛି ।

ଆଜକୁ ୪ଦିନ ହୋଇଗଲାଣି ତାଙ୍କ ପ୍ରତି କୌଣସି ପ୍ରକାରରେ ପ୍ରଶାସନ ତରଫରୁ ସାହାଯ୍ୟ କିଛି ମିଳିନାହିଁ । ଯାହାରି ଫଳରେ ସେ ସେହି ଭଙ୍ଗା କାନ୍ଥ ଭିତରେ ୬ପ୍ରାଣୀକୁ ଧରି ଚଳୁଛନ୍ତି । ମା ଟିଏ ଅନ୍ଧୁଣି, ପୁଅ ଗୋଟେ, ଝିଅ ଦୁଇଟି ଓ ସ୍ୱାମୀ ସ୍ତ୍ରୀ ଦୁଇଜଣ । ଏହି ଛ ପ୍ରାଣୀ କିଭଳି ଭାବରେ ଚଳୁଛନ୍ତି ତାହା ତହସିଲଦାର ଏବେ ପର୍ଯ୍ୟନ୍ତ ଦେଖିବାକୁ ଯାଇନାହାନ୍ତି ବୋଲି ଗଙ୍ଗା ପ୍ରକାଶ କରିଛନ୍ତି । ପ୍ରଶାସନ ଗରିବ ନିରୀହ ଲୋକଙ୍କ ପ୍ରତି ଏହିଭଳି ଯଦି ସାହାଯ୍ୟ କରିବ ତେବେ ସେ କାହାକୁ ଗୁହାରି କରିବ । ଚନ୍ଦ୍ରପୁର ଏକ ଅଧ୍ୟୁଷିତ ଅଂଚଳ ବୋଲି ଏହି ଭଳି ନିମ୍ନ ମାନର କାର୍ଯ୍ୟ ହୋଉଛି । ଘର ଭାଙ୍ଗିଲେ ମଧ୍ୟ କୌଣସି ପ୍ରକାରର ନିରୀହ ଲୋକଙ୍କୁ ଜରି ଖଣ୍ଡେ ଦେବାପାଇଁ ସରକାରୀ କର୍ମଚାରୀ ନ ଥାନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ଯାର୍ଥୀ ପରିଷଦ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୬): କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର...

ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୪/୬): ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ...

ରାୟଗଡରେ କଭିଡ ଚିହ୍ନଟ ହେଲା ପରେ କଣ୍ଟେନମେଣ୍ଟ ଅଞ୍ଚଳରେ ସ୍ଥିତି ପରଖିଲେ ଉପଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡ (୦୪/୦୬): ଗତକାଲି ରାୟଗଡରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ସହରର ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଅଞ୍ଚଳ...

Recent Comments

%d bloggers like this: