Advertisements
Monday, July 13, 2020
Home headline ଭିଜିଲାନ୍ସ ଜାଲରେ ରିଞ୍ଜା ସରପଞ୍ଚ

ଭିଜିଲାନ୍ସ ଜାଲରେ ରିଞ୍ଜା ସରପଞ୍ଚ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି(୦୨/୦୮): ଆୟ ବହିର୍ଭୂତ ସମ୍ପର୍ତ୍ତି ଅଭିଯୋଗ ନେଇ କଲାହାଣ୍ଡି ଭିଜିଲାନ୍ସ ଡି.ଏସ୍.ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଆଜି ସକାଳ ୬ଟା ସମୟରେ କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ରିଞ୍ଜା ସରପଞ୍ଚଙ୍କ ଘରେ ଚଢ଼ାଉ ହୋଇଥିଲା |

ସରପଞ୍ଚ ଶ୍ରୀମତୀ ଭୋଜବନ୍ତି ସାହୁଙ୍କୁ ନିଜ ଘର ଟକାରୁମାଲ୍ ସ୍ଥିତ ବାସଭବନ ସହିତ ନିଜ ବାପ ଘର କୁଶୁର୍ଲା ଠାରେ ଏକକାଳିନ ଭିଜିଲାନ୍ସ ଚଢାଉ କରିଥିଲେ | ଚଢାଉ ବେଲେ ଗୋଟିଏ କାର ଦୁଇଟି ବାଇକ ତିନୋଟି ଟ୍ରାକ୍ଟର୍ ଜବତ କରି ତଦନ୍ତ ଜାରିରଖିଛନ୍ତି | କୋରାପୁଟ ଡିଭିଜନ୍ ଡି ଏସ୍ ପି ନିର୍ଦ୍ଧେଶରେ ଚଢାଉ କରି ତଦନ୍ତ ଚାଳିଛି ବୋଲି କଲାହାଣ୍ଡି ଭିଜିଲାନ୍ସ ଡି.ଏସ୍.ପି ସତ୍ୟବାନ ମହାନନ୍ଦ ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଚରାରୋପଣ

ରିପୋର୍ଟ: ତ୍ରିନାଥ ଧୁରୁଆ //ଝରିଗାଁ (୧୩.୦୭.୨୦୨୦): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ୧୫ ବାଟାଲିୟନ ବିଏସଏଫ ପକ୍ଷରୁ ଝରିଗାଁ ଥାନା କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ ପରିସରରେ ଚାରାରୋପଣ...

ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ଡୁଡା ଟ୍ରଜାସ୍କୋସ୍କିଙ୍କୁ କଲେ ପରାସ୍ତ

ପୋଲାଣ୍ଡ (୧୩/୦୭): ରବିବାରର ରାଷ୍ଟ୍ରପତି ଭୋଟରେ ପୋଲାଣ୍ଡର ବର୍ତ୍ତମାନର ରାଷ୍ଟ୍ରପତି ଆଣ୍ଡ୍ରେଜେ ଡୁଡା ଚ୍ୟାଲେଞ୍ଜର ରାଫାଲ ଟ୍ରଜାସ୍କୋସ୍କିଙ୍କୁ ସଂକୀର୍ଣ୍ଣ ଭାବେ ପରାସ୍ତ କରିଛନ୍ତି।

ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରୟ ବଙ୍ଗଳାର ଉତ୍ତର ଦିନାଜପୁରରେ ଝୁଲୁଥିବା ଦେଖିବାକୁ ମିଳିଛି : ଦଳ କହିଛି ଟିଏମସି ଦ୍ୱାରା ହତ୍ୟା

କଲିକତା (୧୩/୦୭-ଓଡିଶାନ୍ୟୁଜ୨୪ ବ୍ୟୁରୋ ): ସୋମବାର ସକାଳେ ଉତ୍ତର ଦିନାଜପୁର ଜିଲ୍ଲାର ହେମତାବାଦ ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ନାଥ ରୟଙ୍କ...

ଜୁଲାଇ ଶେଷ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ନେଇ ସୂଚନା ଦେଲେ ମନ୍ତ୍ରୀ

ରିପୋର୍ଟ: ଓଡିଶାନ୍ୟୁଜ୨୪ବ୍ୟୁରୋ //ଭୁବନେଶ୍ୱର (୧୩।୦୭): ମାଟ୍ରିକ ପରୀକ୍ଷା ଖାତାଦେଖା ଶେଷ ହୋଇଛି । ଟାବୁଲେସନ ଆରମ୍ଭ ହୋଇଯାଇଛି । ଖୁବ୍‌ଶୀଘ୍ର ଫଳ ପ୍ରକାଶ ନେଇ ତାରିଖ ଘୋଷଣା ହେବ...

Recent Comments

%d bloggers like this: