ରାଇକିଆ ସରସ୍ବତୀ ଶିଶୁ ମନ୍ଦିର ଛାତ୍ରଛାତ୍ରୀଙ୍କ କୃତିତ୍ୱ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୩୧/୦୭): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଜଣେ ଛାତ୍ରୀ ଓ ଦୁଇ ଜଣ ଛାତ୍ର ରାଜ୍ୟ ସ୍ତରୀୟ ମେଧା ବୃତ୍ତି ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି |

ସେମାନେ ହେଉଛନ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ନାୟକ (୧୦ମ ଶ୍ରେଣୀ), ଶୁଭମ ପାତ୍ର (୮ମ ଶ୍ରେଣୀ) ଓ ଅଙ୍କିତ କର (୪ର୍ଥ ଶ୍ରେଣୀ) ବୋଲି ତାଙ୍କ ସ୍କୁଲ ପ୍ରଧାନ ଆଚାର୍ଯ୍ୟ ହରିହର ସାହୁ କହିଛନ୍ତି |

Comments are closed.