ରାଇକିଆରେ ଶ୍ରାବଣ ଦ୍ଵିତୀୟ ସୋମବାରରେ ଭକ୍ତଙ୍କ ଜଳାଭିଷେକ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୨୯/୦୭): କନ୍ଧମାଳ ଜିଲ୍ଲା ରାଇକିଆ ଓ ଆଖପାଖ ଗାଁରୁ ଶ୍ରାବଣ ମାସର ଦ୍ଵିତୀୟ ପାଳି ସୋମବାରରେ ଦିଗି ମନ୍ଦିରରେ କଉଡିଆଙ୍କ ଭିଡ ଦେଖିବାକୁ ମିଳିଥିଲା |

ଏପରି ଏହି ମନ୍ଦିରକୁ ବିଭିନ୍ନ ଅଂଚଳରୁ ଲୋକମାନେ ରବିବାର ଠାରୁ ଯାଇଥିବା ବେଳେ ଆଉ କେତେ ଲୋକ ତଥା ଶ୍ରଦ୍ଧାଳୁ ଷୋମବାର ଦିନ ଯାଇଥିଲେ | ଶ୍ରଦ୍ଧାଳୁ ମାନେ ଜଳାଭିଷେକ କରିଥିବାର ଦେଖିବାକୁ ମିଳିଥିଲା | ଏଥିପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |

Comments are closed.