Related Contents

ବନ ବିଭାଗ ତରଫରୁ କାଶୀପୁରରେ ଚାରରୋପଣ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର (୨୫/୦୭): କାଶୀପୁର ବ୍ଲକ ବନ ବିଭାଗ ତରଫରୁ ଆଜି ଦମକଳ କେନ୍ଦ୍ର ପରିସରରେ ଚାରରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଶୀପୁର ବନାଞ୍ଚଳ ଅଧିକାରୀ ଶ୍ରୀ ଯୁକ୍ତ ଅନୁପ ସିଂ ପୂଜାରୀ ଯୋଗଦେଇଥିଲେ ଓ ଅଗ୍ନିସମ ସେବାର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରି ଚାରରୋପଣ କରିଥିଲେ |

Comments are closed.