Related Contents

ଜମିଜମାକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ତିକ୍ତତା

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୩/୦୭): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ବିଜାପୁର ପଂଚାୟତ ନିଡିଗଂପଦର, ଲାମ୍ବାରୁ ଓ ନୂଆଗାଁ ମଧ୍ୟରେ ଆଜକୁ ପ୍ରାୟ ୭/୮ ବର୍ଷ ହେବ ଲାଗି ରହିଛି ଗଣ୍ଡଗୋଳ |

ଗୋଣ୍ଡଗୋଳର ସମାଧାନ ପାଇଁ ଚନ୍ଦ୍ରପୁର ତହସିଲଦାର ବାରମ୍ବାର ଚ଼େଷ୍ଟା କରୁଥିଲେ ମଧ୍ୟ୍ୟ ହୋଇପାରି ନ ଥିବା ଯୋଗୁଁ ଗତ ତା ୨୨/୭ରିଖ ଦିନ ଚନ୍ଦ୍ରପୁର ତହସିଲଦାର ଶ୍ରୀ ମାନସ କୁମାର ଘରେଇ, ଏଆରଆଇ ଶ୍ରୀ ଅଭି ବ୍ରେକବେଡା, ଅମିନ ଶ୍ରୀ ଲକ୍ଷ୍ମୀକାନ୍ତ ନାୟକ, ଚନ୍ଦ୍ରପୁର ଥାନା ଆଇଆଇସି ଶ୍ରୀ ସୁନିଲ ଅରୁନ କୁମାର ନାୟକ, କନେଷ୍ଟବଲ ସମେତ ଘଟଣା ସ୍ଥଳକୁ ଯାଇ ଏମସି ନଂ ୪/୨୦୧୯ ଲଗେଇ ସରକାରଙ୍କ ନିୟମ ଅନୁଯାୟୀ ୧୪୪ଧାରା ଜାରିର ରଙ୍ଗ ଝଣ୍ଡା ପୋତି ଉଭୟ ଦଳକୁ ଗଣ୍ଡଗୋଳ ନ ହେବା ପାଇଁ କହିଥିଲେ | ଏବଂ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଯାଗାକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ |

Comments are closed.